ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ହିସାବ ଦେଇପାରିନାହାନ୍ତି
Editor | 23:11 PM, Tue May 07, 2024
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଓଡ଼ିଶା 365 (ବ୍ୟୁରୋ): ବିଶ୍ୱକପରେ ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଭାରତ ୯ରୁ ୯ ମ୍ୟାଚ୍ ଜିତି ଅପରାଜୟ ରହିଛି,ପ୍ରତିପକ୍ଷ ଟିମର ହଜାଇଛି ନିଦ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଭାରତ ସେମି ସୁପର ଫାଇଟ୍ ଲାଗି ମଇଦାନକୁ ଓହ୍ଲାଇବ। ମୁମ୍ବାଇରେ ଛକା ଚୌକାର ବର୍ଷା ସାଙ୍ଗକୁ ରନ୍ ମେସିନ ବିରାଟ କୋହଲି ୫୦ତମ ଦିନିକିଆ ଶତକ ହାସଲ କରି ସଚିନଙ୍କୁ ଟପନ୍ତୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ସେପଟେ ୨୦୧୯ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟ ଶୀର୍ଷରେ ରହିଥିଲେ ମଧ୍ୟ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ବିଦା ହୋଇଥିଲା। ସେ ଦୃଷ୍ଟିରୁ ଦେଖିଲେ ୧୯ର ପ୍ରତିଶୋଧ୨୦୨୩ରେ ନେବା ଲକ୍ଷ୍ୟରେ ରହିଛି ରୋହିତ୍ ବାହିନୀ। ବ୍ୟାଟିଂ ବୋଲିଂରେ ଭାରତ ୨୦୨୩ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଛି। ଲିଗ୍ ପର୍ୟ୍ୟାୟରେ ମଧ୍ୟ ଭାରତ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସାରିଛି। ୨୦୧୯ମସିହାର ଭୁଲ୍ କୁ ସୁଦ୍ଧାରିବା ସହ ବିଜୟ ହାସଲ ଲକ୍ଷ୍ୟରେ ରହିଛି ଭାରତ। ରନ୍ ମେସିନ ବିରାଟ କୋହଲି,ଅଧିନାୟକ ରୋହିତ ଶର୍ମା, ଶ୍ରେୟସ୍ ଆୟର ବିଶ୍ୱକପରେ ଟପ୧୦ ବ୍ୟାଟର ତାଲିକାରେ ରହିଛନ୍ତି। ବୋଲିଂରେ ସାମି,ବୁମରା,କୁଲଦୀପ,ଜାଡେଜା ଯାଦୁ ଦେଖିବାକୁ ମିଳିଛି । ଏଥର ଭାରତ ମାଟିରେ ରୋହିତ ସେନା ବିଶ୍ୱକପ୍ ଧରି ତୋଳନ୍ତୁ ବୋଲି ଆଶା ରଖିଛନ୍ତି କ୍ରିଡ଼ାପ୍ରେମୀ।
ଅନ୍ୟପଟେ, ଆଜିର ମ୍ୟାଚ୍ ଦେଖିବାକୁ ଲାଗିପାରେ ବହୁ ବଲିଉଡ୍ ତଥା ଟଲିଉଡ୍ ସେଲିବ୍ରିଟିଙ୍କ ଭିଡ ବୋଲି ଚର୍ଚ୍ଚା ଜୋର ଧରିଛି । ଖାସ୍ କରି ମେଗାଷ୍ଟାର ରଜୀନକାନ୍ତ, ସଲ୍ମାନ୍ ଖାନ୍, ଅମିର ଖାନ୍ ଆଦି ଉପସ୍ଥିତ ରହିବେ ।ଏହାସହିତ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନୀ ମଧ୍ୟ ମ୍ୟାଚ୍ ଦେଖିବାକୁ ଆସିବେ । ଏହାବାତୀତ ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ମଧ୍ୟ ଖେଳ ଦେଖିବାକୁ ଆସିବେ ବୋଲି ଚର୍ଚ୍ଚା ହେଉଛି । ଯାହାକି ଦର୍ଶକମାନଙ୍କୁ ଖେଳ ସହିତ ଭରପୁର ମାତ୍ରାରେ ମନୋରଞ୍ଜନ ଦେବ ।
Trending Tag
ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର -ଧର୍ମେନ୍ଦ୍ର ପ୍ରଧାନ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର -ଧର୍ମେନ୍ଦ୍ର ପ୍ରଧାନ
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପଞ୍ଜୀକରଣ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୀଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୁନ 1 ତାରିଖ ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ