ପାକିସ୍ତାନ ପାଇଁ ଆଇଏମଏଫ ରଖିଲା ମୋଟ ୫୦ ସର୍ତ୍ତ ଆଇଏମଏଫ ପକ୍ଷରୁ ପାକିସ୍ତାନ ଲୋନ ପାଇବା ଉପରେ ଏପର୍ଯ୍ୟନ୍ତ ମୋଟ ୫୦ଟି ସର୍ତ୍ତ ଲାଗୁ କରିଛି। ତେବେ ଏହି ସର୍ତ୍ତରୁ ପାକିସ୍ତାନ କେତେ ପୂରଣ କରୁଛି ତାହା ଦେଖିବା କଥା । ବଜେଟ ଅନୁମୋଦନ: ନୂତନ ସର୍ତ୍ତ ମଧ୍ୟରେ ୧୭.୬ ଟ୍ରିଲିୟନ ଟଙ୍କାର ବଜେଟକୁ ପାକିସ୍ତାନ ସଂସଦରେ ଅନୁମୋଦନ କରିବାକୁ ପଡ଼ିବ। ବିଦ୍ୟୁତ୍ ବିଲ୍ ଶୁଳ୍କ ବୃଦ୍ଧି: ଆଇଏମଏଫ ବିଦ୍ୟୁତ୍...
Read moreCopyright © Odisha-365, 2024 - All Rights Reserved.