ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ହିସାବ ଦେଇପାରିନାହାନ୍ତି
Editor | 23:11 PM, Tue May 07, 2024
ଡିସେମ୍ବରରେ ଆସୁଛି ମିଥୁନଙ୍କ ‘କାବୁଲିୱାଲା’
ଓଡ଼ିଶା 365 (ବ୍ୟୁରୋ): ଡିସେମ୍ବରରେ ଖ୍ରୀଷ୍ଟମାସ ପରିପ୍ରେକ୍ଷୀରେ ପରଦାକୁ ଆସିବାକୁ ଯାଉଛି ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ ‘କାବୁଲିୱାଲା’ । ଯାହା ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମର ଅଫିସିଆଲ ପୋଷ୍ଟର ଆଜି ରିଲିଜ୍ ହୋଇଛି।ଏହି ପୋଷ୍ଟରରେ ମିଥୁନ ଚକ୍ରବର୍ତ୍ତୀ ରହମତ ବା କାବୁଲିୱାଲା ଚରିତ୍ରରେ ଦେଖିବାକୁ ମିଳିଥିବାବେଳେ ଛୋଟ ଝିଅ ମିନି ସହିତ ରହମତଙ୍କୁ ଏହି ପୋଷ୍ଟରରେ ଦେଖିବାକୁ ମିଳିଛି। ଏଥିରେ ରହମତ ଲମ୍ବା କୁର୍ତ୍ତା, ଢିଲା କୋଟ୍, ପାଣ୍ଟ, ମୁଣ୍ଡରେ ଧଳା ପଗଡ଼ି ଏବଂ ଡାହାଣ କାନ୍ଧରେ ଗଣ୍ଠିଲି ପକାଇଥିବା ଦେଖିବାକୁ ମିଳିଛି । ସେହିଭଳି ମିନି ମଧ୍ୟ ବାଇଗେଣି ରଙ୍ଗର ପୋଷାକ ସହିତ ମୁଣ୍ଟରେ ନାଲି ରିବନ ବାନ୍ଧି ବହୁତ ସୁନ୍ଦର ଦେଖାଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁମନ ଘୋଷ ।
ଖବର ମୁତାବକ, ‘କାବୁଲିୱାଲା’ ହେଉଛି ଜଣେ ମଧ୍ୟବୟସ୍କ ଆଫଗାନ୍ ରହମତର କାହାଣୀ। ସେ ପ୍ରତିବର୍ଷ କୋଲକାତାକୁ ଫଳ ବିକିବା ପାଇଁ ଆସନ୍ତି। ଆଉ ଠିକ୍ ଏହି ସମୟରେ ୫ ବର୍ଷର ଝିଅ ମିନି ସହିତ ତାଙ୍କର ନିବିଡ଼ ସଂପର୍କ ହୋଇଯାଇଛି ।
Trending Tag
ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର -ଧର୍ମେନ୍ଦ୍ର ପ୍ରଧାନ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର -ଧର୍ମେନ୍ଦ୍ର ପ୍ରଧାନ
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପଞ୍ଜୀକରଣ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୀଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୁନ 1 ତାରିଖ ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ