Saturday, May 18, 2024

Logo
google-add

ଏଲନ ମସ୍କଙ୍କ ବାୟୋପିକରେ ନିର୍ମାଣ ହେବ ହଲିଉଡ ଫିଲ୍ମ

| 14:21 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ବିଶ୍ୱର ସବୁଠାରୁ ଧନୀ ତଥା ଟେସଲାର ସିଇୟୋ ଏଲନ୍ ମସ୍କଙ୍କଜୀବନୀ ଉପରେ ଆରମ୍ଭ ହେବାକୁ ଯାଉଛି ହଲିଉଡ୍ ସିନେମା । ନିର୍ଦ୍ଦେଶକ ଡାରେନ ଆରୋନୋଫକ୍ସି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଖବର ମୁତାବକ, ୱାଲଟର ଆଇଜ୍ୟାକ୍‌ସନ ରଚନା କରିଥିବା ମସ୍କଙ୍କ ଜୀବନୀକୁ ସିନେମାରେ ପରିଣତ କରିବାର ଅଧିକାର ଏ୨୪ ଷ୍ଟୁଡିଓ ହାସଲ କରିଛି। ଏହା ପୂର୍ବରୁ ମଧ୍ୟ ଆଇଜ୍ୟାକସନ୍ ଅନେକ ବଡ଼ ବଡ଼ ଲୋକଙ୍କ ଜୀବନୀକୁ ନେଇ ରଚନା କରିଥିଲେ। ହେଲେ ବର୍ତ୍ତମାନ ସେ ଏଲନ ମକ୍ସଙ୍କ ଜିବନୀ ଉପରେ ଲେଖିଥିଲେ ଯାହାକୁ ନେଇ ବର୍ତ୍ତମାନ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add