Saturday, May 18, 2024

Logo
google-add

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

Editor | 16:04 PM, Wed May 01, 2024

 ପରୀକ୍ଷା ହେଲା SMART ମିସାଇଲ ।  ଅବଦୁଲ କଲାମ ଦ୍ବୀପରୁ ସକାଳେ ପରୀକ୍ଷଣ ହୋଇଛି SMART ମିସାଇଲ । ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଟର୍ପେଡ଼ୋକୁ ସଫଳତାର ସହିତ ଶତୃପକ୍ଷର ବୁଡା ଜାହାଜ ପର୍ଯ୍ୟନ୍ତ ନିକ୍ଷେପ କରାଯାଇ ପାରିବ। ଏହି ଟର୍ପେଡ଼ୋ ଇଜେକ୍ସନ ସିଷ୍ଟମ୍ ହାଲୁକା ହୋଇଥିବାରୁ ଏହା ଦୀର୍ଘତମ ରାସ୍ତା ଅତିକ୍ରମ କରି ସମୁଦ୍ର ଭିତରେ ଥିବା ଶତୃପକ୍ଷର ବୁଡା ଜାହାଜକୁ ଟାର୍ଗେଟ କରି ଧ୍ୱଂସ କରିପାରିବ। ଆଜିର ପରୀକ୍ଷାରେ ପ୍ରଥମେ ସ୍ଥଳଭାଗରୁ SMART ମିସାଇଲ ମାଧ୍ୟମରେ ଟର୍ପେଡ଼ୋକୁ ସମୁଦ୍ର ଭିତରକୁ ଉତକ୍ଷେପଣ କରାଯାଇଥିଲା। ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ବୈଜ୍ଞାନିକ ମାନଙ୍କୁ ସୁଭେଚ୍ଛା ଜଣାଇଛନ୍ତି ।

google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add