Saturday, May 18, 2024

Logo
google-add

କଂଗ୍ରେସ ଭୁଲ୍ ତଥ୍ୟ ପ୍ରଚାର କରୁଛି:ଶାହ

Editor | 12:07 PM, Wed May 01, 2024

 ନୂଆଦିଲ୍ଲୀ: କଂଗ୍ରେସ ଉପରେ ବର୍ଷିଲେ ଶାହ ।  ୪୦୦ ଆସନ ଅତିକ୍ରମ କରିବା ପରେ ବିଜେପି ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ଭୁଲ୍ ତଥ୍ୟ ପ୍ରଚାର କରୁଛି। ଏହି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ। ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ ବୋଲି ଶାହ କହିଛନ୍ତି।ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ବିଜେପି ସମର୍ଥନ କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାଙ୍କର ଏକ ନକଲି ଭିଡିଓର ପ୍ରଚାର ପାଇଁ ସେ କଂଗ୍ରେସକୁ ଦାୟୀ କରିବା ସହ ବିଜେପି ସଂରକ୍ଷଣର ରକ୍ଷକ ବୋଲି କହିଛନ୍ତି।

google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add