Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜୀବନଶ yle ଳୀ

ଗୁଣାତ୍ମକ ପରୀକ୍ଷଣରେ ୪୯ଟି ଔଷଧ ଫେଲ୍‌

Ramesh Parida by Ramesh Parida
Oct 26, 2024, 01:00 pm GMT+0530
FacebookTwitterWhatsAppTelegram

ଗୁଣାତ୍ମକ ପରୀକ୍ଷଣରେ ଫେଲ୍‌ ହୋଇଯାଇଛି ୪୯ଟି ଔଷଧ। ‌ସେଥିମଧ୍ୟରେ ଲାଇଫ୍ ମ୍ୟାକ୍ସ କ୍ୟାନ୍‌ସର୍‌ ଲାବୋରେଟୋରି ଦ୍ୱାରା ନିର୍ମିତ କ୍ୟାଲସିୟମ୍ ୫୦୦ ଏମ୍‌ଜିଏବଂ ଭିଟାମିନ୍ ଡି୩ ଟାବଲେଟ୍ ମଧ୍ୟ ଅନ୍ତର୍ଭୁକ୍ତ।

ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ (ସିଡିଏସସିଓ)ର ସେପ୍ଟେମ୍ବର ମାସ ପାଇଁ ମାସିକ ରିପୋର୍ଟ ପ୍ରକାଶ କରିଛି। ଯାହାକି ୪୯ଟି ଔଷଧକୁ ଚିହ୍ନଟ କରିଛି। ସମୁଦାୟ ୩୦୦ ଔଷଧ ନମୁନ‌ା ମଧ୍ୟରୁ ଆବଶ୍ୟକୀୟ ଗୁଣାତ୍ମକ ମାନ ପୂରଣ କରୁନଥିବା ମଧ୍ୟରେ ୪୯ଟି ମିଳିଛି।କେବଳ ସେତିକି ନୁହେଁ, ନକଲି କମ୍ପାନି ଦ୍ୱାରା ନିର୍ମିତ ଚାରିଟି ଔଷଧ ଉପରେ ମଧ୍ୟ ସିଡିଏସସିଓ ପ୍ରତିବନ୍ଧକ ଲଗାଇଛି।

ଜନସାଧାରଣଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସିଡିଏସସିଓ ର ପ୍ରୟାସର ଏକ ଅଂଶ ଭାବରେ ଗୁଣାତ୍ମକ ପରୀକ୍ଷଣରେ ଫେଲ୍‌ ହୋଇଥିବା ଔଷଧଗୁଡ଼ିକର ନାମ ପ୍ରକାଶ କରାଯାଇଛି। ସିଡିଏସସିଓର ମୁଖ୍ୟ ରାଜୀବ ସିଂ ରଘୁବଂଶୀଙ୍କ ଅନୁଯାୟୀ, ପରୀକ୍ଷିତ ସମସ୍ତ ଔଷଧର ମାତ୍ର ୧ ପ୍ରତିଶତ ଗୁଣାତ୍ମକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ବାକି ୯୯ ପ୍ରତିଶତ ଔଷଧର ଗୁଣବତ୍ତା ଠିକ୍‌ ରହିଛି।

ପରୀକ୍ଷାରେ ଫେଲ୍‌ ହୋଇଥିବା ଉତ୍ପାଦରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ୍ ଟ୍ୟାବଲେଟ୍, ରେନ୍‌ବୋ ଲାଇଫ୍‌ ସାଇନ୍ସର ଡୋମେରିଡୋନ୍ ଟାବଲେଟ୍ ଏବଂ ପୁଷ୍କର ଫାର୍ମାର ଅକ୍ସିଟୋସିନ୍ ଇଞ୍ଜେକ୍ସନ୍ ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଉଲ୍ଲେଖନୀୟ ଔଷଧ ମଧ୍ୟରେ ସ୍ୱିସ୍ ବାୟୋଟେକ୍ ପ୍ୟାରେଣ୍ଟେଲସ୍, ଆଲ୍‌କେମ୍‌ ଲାବ୍‌ସର ପ୍ୟାନ୍‌ ୪୦, କର୍ଣ୍ଣାଟକ ଆଣ୍ଟି ବାୟୋଟିକ୍ସ ଆଣ୍ଡ୍‌ ଫାର୍ମାକ୍ୟୁଟାଲ୍‌ସ୍‌ ଦ୍ବାରା ପ୍ରସ୍ତୁତ ହେଉଥିବା ପାରାସିଟମଲ୍‌ ରହିଛି।

Tags: INDIAnewsodisha
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା
Latest News

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.