Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home କ୍ରୀଡା

2026 କମନଓ୍ବେଲଥ ଗେମ୍ସ: 19 ବଦଳରେ 10 ଟି ଖେଳ ଅନୁଷ୍ଠିତ ହେବ

Ramesh Parida by Ramesh Parida
Oct 22, 2024, 05:58 pm GMT+0530
FacebookTwitterWhatsAppTelegram

ଆଗାମୀ 2026 କମନଓ୍ବେଲଥ ଗେମ୍ସରୁ ଅନେକ କ୍ରୀଡ଼ା ବାଦ ପଡ଼ିଛି । ଯାହାକି ଭାରତର ପଦକ ଆଶାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ । ଜୁଲାଇ 23ରୁ ଅଗଷ୍ଟ 2 ତାରିଖ ମଧ୍ୟରେ ହେବାକୁ ଥିବା କମନଓ୍ବେଲଥ ଗେମ୍ସର 23 ତମ ସଂସ୍କରଣରେ କେବଳ 10 ଟି ଖେଳ ଅନୁଷ୍ଠିତ ହେବ ।

ପୂର୍ବରୁ ଭାରତୀୟ ଖେଳାଳିମାନେ କ୍ରିକେଟ , ହକିହୟସ , ବ୍ୟାଡ଼ମିଣ୍ଟନ , ସୁଟିଂ ଓ ରେସଲିଂ ଆଦି କ୍ରିଡ଼ାରେ ଭାଗ ନେଇ ନିଜର ଉତ୍କର୍ଷ  ପ୍ରଦର୍ଶନ କରିଥିବା ବେଳେ ଏବେ ଏହି ସବୁ ଖେଳକୁ ହଟାଇ ଦିଆଯିବା ଏକ ନୌରାଶ୍ୟଜନକ କଥା ।

ଦୀର୍ଘ 12 ବର୍ଷ ପରେ ଯାଇ ଗ୍ଲାସ୍‌ଗୋ ଏହି ଗେମସକୁ ପୁଣିଥରେ ଆୟୋଜନ କରିବ । 2022 ମସିହାରେ 19 ଟି କ୍ରୀଡ଼ା ଖେଳା ଯାଇଥିବା ବେଳେ 2026 ମସିହାରେ ଖେଳ ସଂଖ୍ୟା ହ୍ରାସ ପାଇବା ଖବରକୁ କମନଓ୍ବେଲଥ ଗେମ୍ସ ଫେଡ଼େରେସନ ନିଶ୍ଚିତ କରିଛି ।

ତେବେ ଏଥର କ୍ରିକେଟ , ହକି , ବ୍ୟାଡ଼ିଣ୍ଟନ , ସୁଟିଂ ଓ ରେସଲଂ ବ୍ୟତୀତ ଟେବୁଲ ଟେନିସ , ସ୍କ୍ୱାସ୍ ଏବଂ ରୋଡ୍ ରେସିଂ ଭଳି କ୍ରୀଡା ମଧ୍ୟ ବାଦ୍‌ ପଡ଼ିଛି।

ପ୍ରାରମ୍ଭରେ, ପରବର୍ତ୍ତୀ କମନୱେଲଥ ଗେମ୍ସ ଆୟୋଜନ ଭିକ୍ଟୋରିଆ କରିଥାନ୍ତା ବୋଲି ସୂଚନା ରହିଥିଲା। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ହେତୁ ସେମାନେ ଗତ ବର୍ଷ ଏଥିରୁ ଓହରି ଯିବାପରେ ଗ୍ଲାସ୍‌ଗୋ ଆୟୋଜନ କରିବାକୁ ଯାଉଛି।

ଏହି ଖେଳଗୁଡିକ ଚାରୋଟି ସ୍ଥାନରେ ଅନୁଷ୍ଠିତ ହେବ। ତାହା ‌ହେଉଛି ସ୍କଟଷ୍ଟାଉନ୍ ଷ୍ଟାଡିୟମ୍, ଟୋଲକ୍ରସ୍ ଇଣ୍ଟରନ୍ୟାସନାଲ ସୁଇମିଂ ସେଣ୍ଟର, ଏମିରେଟ୍ସ ଆରେନା  ଏବଂ ସ୍କଟିସ୍ ଇଭେଣ୍ଟ କ୍ୟାମ୍ପସ୍ (ଏସ୍‌ଇସି)। ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକ କର୍ମଚାରୀଙ୍କୁ ହୋଟେଲରେ ରଖାଯିବ।

Tags: INDIAnewsodisha
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.