Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ଓ୍ବାନ ଇଣ୍ଡିଆକୁ ସମର୍ଥନ କରୁଛି କାନାଡା: ଚାପରେ ଟ୍ରୁଡୋ

Ramesh Parida by Ramesh Parida
Oct 19, 2024, 01:09 pm GMT+0530
FacebookTwitterWhatsAppTelegram

ମୋଦି ସରକାରଙ୍କ ତାଗିଦ ପରେ କାନାଡ଼ା ନରମିଛି । ଗୋଟେ ପଟେ ଟ୍ରୁଡୋ ଭାରତକୁ ସମର୍ଥନ କରୁଥିବା ବେଳେ ଗୋଟେ ପଟେ ଖଲିସ୍ତାନୀ ସମର୍ଥନଙ୍କୁ ତାଙ୍କ ଦେଶରେ ସମର୍ଥନ କରୁଛନ୍ତି । ଏହାର କାରଣ ହେଉଛି ରାଜନୀତି । କାନାଡ଼ାରେ ବିରୋଧୀ ଦଳ ଭାରତକୁ ସମର୍ଥନ କରୁଛନ୍ତି । କୁହାଯାଉଛି ଆସନ୍ତାବର୍ଷ ନିର୍ବାଚନରେ ଟ୍ରୁଡୋଙ୍କ ସରକାର ହାରିବ । ତେଣୁ ଟ୍ରୁଡୋ କଣ କରିବେ ନିଷ୍ପତ୍ତି ନେଇପାରୁନାହାଁନ୍ତି । ଖଲିସ୍ତାନୀ ସମର୍ଥକମାନେ ଭାରତ ଉପରେ ଚାପ ପକାଇବା ପାଇଁ କହୁଛନ୍ତି । ସେପଟେ ତାଙ୍କ ଦେଶର ବିରୋଧୀନେତା ଭାରତକୁ ସମର୍ଥନ କରି ଟ୍ରୁଡୋଙ୍କ ମୁଣ୍ଡ ଖରାପ କରୁଛନ୍ତି ।

ଭାରତ ଏବଂ କାନାଡା ମଧ୍ୟରେ ନିଜ୍ଜର ହତ୍ୟା ପରେ ସମ୍ପର୍କ ତିକ୍ତ ହୋଇଛି । କାରଣ ନିଜ୍ଜରର ସମର୍ଥକ ଖଲିସ୍ତାନୀ ନେତାମାନେ ବାରମ୍ବାର ଟ୍ରୁଡୋ ସରକାର ଉପରେ ଚାପ ପକାଉଛନ୍ତି । ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା କୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଖଲିସ୍ତାନୀ ସମର୍ଥକ । କାନାଡ଼ାରେ ରହି ସେ ଭାରତ ବିରୋଧୀ କାର୍ଯ୍ୟ କରୁଥିଲା । ତାକୁ ହତ୍ୟା କରାଯିବା ପରେ ତାଙ୍କ ସମର୍ଥକମାନେ ନେତା ବିହୀନ ହୋଇଯାଇଛନ୍ତି ।

ନିକଟରେ କାନାଡା ସରକାର ଭାରତୀୟ ହାଇ କମିଶନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜର ହତ୍ୟାରେ ସମ୍ପୃକ୍ତ ଅଛନ୍ତି। ଯାହା ଫଳରେ ମୋଦିଙ୍କ କଡାସ୍ବର କାନାଡା ସରକାରଙ୍କୁ ପୁଣି ପଛକୁ ଠେଲିଦେଇଛି ।

ମୋଦି ସରକାର କାନାଡାରେ ରହୁଥିବା କୁଟନୈତିକ ଅଧିକାରୀମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଅକ୍ଟୋବର ୧୯ ସୁଦ୍ଧା ଭାରତ ଛାଡିବାକୁ ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ଚେତାବନୀ ଦେଇଥିଲେ ।

ସେପଟେ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜଲିଙ୍କ ଏକ ବିବୃତ୍ତି ବାହାରିଛି ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି। କିନ୍ତୁ ଗତକାଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି ଭାରତର ଏକ ଦେଶ ନୀତିକୁ କାନାଡା ସମର୍ଥନ କରୁଛି । ଏହାର ମାନେ ହେଉଛି ଖଲିସ୍ତାନୀଙ୍କୁ କାନାଡା ସମର୍ଥନ କରୁନାହିଁ ।

କାନାଡା ଏବେ ଭାରତ ପାଇଁ କ୍ଷତି ସହୁଛି । ଦୁଇ ଦେଶ ମଧ୍ୟରେ ୮.୩ ବିଲିୟନ ଡ଼ଲାରର ବାଣିଜ୍ୟ କାରବାର ଏବେ ଅନ୍ଧକାର ହୋଇଛି ।  ଭାରତର ରପ୍ତାନି ୪.୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିବାବେଳେ ଭାରତର ଆମଦାନୀ ୩.୮ ବିଲିୟନ ଡ଼ଲାରରେ ପହଁଚିଥିବା ବେଳେ ଏବେ ସେଥିରେ ଗ୍ରହଣ ଲାଗିଛି । ଅନେକ ଭାରତୀୟ କଂପାନୀ କାନାଡାରେ ବ୍ୟବସାୟ ବନ୍ଦ କରିସାରିଲେଣି । ଟ୍ରୁଡୋ ସରକାରଙ୍କ ନୀତିକୁ ସେମାନେ ପସନ୍ଦ କରୁନାହାଁନ୍ତି ।

ଭାରତରେ ବ୍ୟବସାୟ କରୁଥିବାବେଳେ ୩୦ରୁ ଅଧିକ ଭାରତୀୟ କମ୍ପାନୀ କାନାଡାରେ ୪୦,୪୪୬ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏଥିରେ ୧୭ ହଜାର ଲୋକ କାମ କରନ୍ତି। ଯାହା କି ଏବେ ବନ୍ଦ ହେବାକୁ ବସିଛି । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଭାରତ ଏବଂ କାନାଡା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଏତେ ଖରାପ ହୋଇଛି ଯେ ନିଯୁକ୍ତି ହରାଇଥିବା କାନାଡାବାସୀ ଟ୍ରୁଡୋଙ୍କୁ ଏଥିପାଇଁ ଦୋଷ ଦେଉଛନ୍ତି ।

ଭାରତ କାନାଡାରୁ ଆମଦାନୀ କମାଇଦେଇଛି ।  ସେପଟେ କାନାଡା ଭାରତରେ ମୋଟ ୩.୩୧ ବିଲିୟନ ଡଲାର ବିନିଯୋଗ କରିଛି। ଯାହା ଏବେ ସଂକଟରେ ରହିଛି । କାରଣ ଅଧିକାଂଶ ଭାରତୀୟ କାନାଡାର ଏହି ପଦକ୍ଷେପକୁ ସହଜରେ ଗ୍ରହଣ କରୁନାହାଁନ୍ତି । କାନାଡାରେ ଭାରତ ବିରୋଧୀ ଶକ୍ତିକୁ କାନାଡା ସରକାର ସଂରକ୍ଷଣ ଦେଉଥିବା ଅଭିଯୋଗ ହେଉଛି । ଆଗାମୀ ଦିନରେ ଟ୍ରୁଡୋ ସରକାର ପାଇଁ ବିପଦ ଆସିପାରେ । ଉଭୟ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ। ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ କାନାଡା ଭାରତ ସରକାର ସହ ଯୋଡୁଛି ।

ନିକଟରେ କାନାଡା ସରକାର ଭାରତୀୟ ହାଇ କମିସନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଅଛନ୍ତି । ଯାହାକୁ ମୋଦି ସରକାର କଡା ସ୍ବରରେ ନିନ୍ଦା କରିଥିଲେ । ତେବେ ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ଉଭୟ ଦେଶକୁ ଆର୍ଥିକ ରଣନୀତି ଉପରେ ବିଚାର କରିବାକୁ ପଡ଼ିବ  । ନିଜ୍ଜାର ଭାରତର ଶତ୍ରୁ । କାନାଡ଼ା ମାଟିରେ କୈାଣସି ଦେଶ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପଙ୍କୁ ଟ୍ରୁଡୋ ସରକାର ସମର୍ଥନ ଦେବା ଉଚିତ ନୁହଁ । ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ଭାରତ ଏବଂ କାନାଡ଼ା ଉଭୟ କ୍ଷତି ସହିବେ ଏଥିରେ ସନ୍ଦେହ ନାହିଁ ।

Tags: INDIAModinewsTOP NEWSTrudeau
ShareTweetSendShare

RelatedNews

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?
Latest News

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.