ଅନୁଷ୍ଠାନ ଗୁଡ଼ିକ କିପରି ଗଠନ ହୁଏ? ତାହା କିପରି କାର୍ଯ୍ୟ କରେ ଏବଂ ଏହାର ସମୃଦ୍ଧି ଅର୍ଥନୀତିକୁ ପ୍ରଭାବିତ କରେ ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ 2024 ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ରେଡ଼ନ ଆସେମୋଗ୍ଳୁ ସାଇମନ ଜନସନ ଓ ଜେମ୍ସ ଏ ରବିନସନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ରାଜନୈତିକ ଅନୁଷ୍ଠାନ ଗଠନ ଏବଂ ପରିବର୍ତନ ପରିସ୍ଥିତିକୁ ବୁଝାଇବା ପାଇଁ ଏହି ତିନିଜଣ ଅର୍ଥନୀତିଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ମଡ଼େଲରେ ତିନୋଟି ଉପାଦାନ ରହିଛି । ପ୍ରଥମଟି ହେଉଛି ସମ୍ବଳ କିପରି ଆବଣ୍ଟନ କରାଯାଏ ଏବଂ ସମାଜରେ କାହାର ନିଷ୍ପତ୍ତି ନେବାର କ୍ଷମତା ଅଛି ।
, ବେଳେବେଳେ ଶାସକ ସମ୍ପ୍ରଦାୟକୁ ସଂଗଠିତ କରି ଓ ଧମକ ଦେଇ ଜନସାଧାରଣ କ୍ଷମତା ପ୍ରୟୋଗ କରିବାର ସୁଯୋଗ ପାଆନ୍ତି; ତେଣୁ ସମାଜରେ କ୍ଷମତା ନିଷ୍ପତ୍ତି ନେବାର କ୍ଷମତା ଠାରୁ ବହୁତ ଅଧିକ । ତୃତୀୟଟି ହେଉଛି ପ୍ରତିବଦ୍ଧତାର ସମସ୍ୟା, ଅର୍ଥାତ୍ ଏଲିଟ୍ ମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ନିଷ୍ପତ୍ତି ନେବାର କ୍ଷମତା ଜନସାଧାରଣଙ୍କୁ ହସ୍ତାନ୍ତର କରିବା। ଏହା ପୂର୍ବରୁ ଅନ୍ୟ ବର୍ଗର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି ।