Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ଇସ୍ରାଏଲ ଇପରେ ରକେଟ ବର୍ଷା

Ramesh Parida by Ramesh Parida
Oct 14, 2024, 11:07 am GMT+0530
FacebookTwitterWhatsAppTelegram

ଥମୁନି ମଧ୍ୟ ପ୍ରାଚ୍ୟ ଲଢେଇ । ଇରାନ – ଇସ୍ରାଏଲ ତିକ୍ତତା ଭିତରେ ପୁଣି ଥରେ ଏଣ୍ଟ୍ରି ମାରିଛି ହିଜବୁଲ୍ଲା  । ଇସ୍ରାଏଲ ଉପନରେ ଘନଘନ ରକେଟ ମାଡ଼ କରିଛି ହିଜବୁଲ୍ଲା । ଇସ୍ରାଏଲର ହାଇଫା ସହରକୁ ଟାର୍ଗେଟ କରି ଏହି ରକେଟ ମାଡ଼ କରିଛି ହିଜବୁଲ୍ଲା ।  ଇସ୍ରାଏଲ ଉପରକୁ 25 ରୁ ଅଧିକ ରକେଟ ଓ ମିଜାଇଲ ମାଡ଼ କରିଛି ହିଜବୁଲ୍ଲା । ଆକ୍ରମଣରେ 4 ଇସ୍ରାଏଲ ସୈନ୍ୟ ନିହତ ହୋଇଛନ୍ତି । ସେହିପରି ହିଜବୁଲ୍ଲାର ଏହି ଘାତକ ହମଲାରେ 67 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଇସ୍ରାଏଲ କୁ ସୈନ୍ୟ ପଠାଇବ ଆମେରିକା । ଇସ୍ରା,ଲ ଉପରେ ଇରାନ ଆକ୍ରମଣର କରିବାର ଆଶଙ୍କା ଭିତରେ ଆମେରିକା ପକ୍ଷରୁ ଏପରି ବଡ଼ ଘୋଷଣା କରାଯାଇଛି । ଜୋ ବାଡ଼େନ ସରକାର ଘୋଷଣା କରିଛନ୍ତି ଯେ ଇସ୍ରାଏଲକୁ ଆମେରିକୀୟ ସୈନ୍ୟ ପଠାଯିବ । ସେମାନେ ଇସ୍ରାଏଲ ସୈନ୍ୟଙ୍କୁ ସହାୟତା କରିବେ । ଏହାସହ କ୍ଷେପଣାସ୍ତ୍ର ପ୍ରତିରୋଧୀ ଥାଡ଼ ସିଷ୍ଟମ ମଧ୍ୟ ଇସ୍ରାଏଲକୁ ଯୋଗଦେବାକୁ ଆମେରିକା ଘୋଷଣା କରିଛି ।

ଇସ୍ରାଏଲ ପାଖରେ ନିଜସ୍ୱ କ୍ଷେପଣାସ୍ତ୍ର ପ୍ରତିରୋଧୀ ସିଷ୍ଟମ୍ ଆଇରନ୍ ଡୋମ୍ ରହିଛି । ତେବେ ଇସ୍ରାଏଲକୁ ଚାରିପଟୁ ଶତ୍ରୁଙ୍କ ଆକ୍ରମଣର ଆଶଙ୍କା ରହିଛି । ଗୋଟିଏ ପଟେ ହମାସ୍ ସହ ଇସ୍ରାଏଲୀ ସେନା ଲଢ଼େଇ କରୁଛି । ସେପଟେ ଲେବାନନର ହିଜବୁଲ୍ଲା ଗୋଷ୍ଠୀ ସହ ଲଢ଼େଇ ଚାଲିଛି । ଅନ୍ୟପଟେ ୟେମେନର ହୁତି ଗୋଷ୍ଠୀ ସହ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ଇରାନ ମଧ୍ୟ ଇସ୍ରାଏଲକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି । ଏପରି ପରିସ୍ଥିତି ଇସ୍ରାଏଲର ବନ୍ଧୁ ରାଷ୍ଟ୍ର ଆମେରିକା ସହଯୋଗ କରିବାକୁ ଆଗେଇ ଆସିଛି ।

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.