Thursday, May 15, 2025
No Result
View All Result
Odisha 365

Latest News

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଟ୍ରେନ ଦୁର୍ଘଟଣା ପଛରେ କାରଣ କଣ?

Ramesh Parida by Ramesh Parida
Oct 12, 2024, 08:07 pm GMT+0530
FacebookTwitterWhatsAppTelegram

ଯାତ୍ରିବାହୀ ଏକ୍ସପ୍ରେସ ଟ୍ରେନଟି ମୁଖ୍ୟ ଲାଇନରେ ଆଗକୁ ଯିବା କଥା। କିନ୍ତୁ କିଛି ତ୍ରୁଟି ଘଟିଥିଲା। ଟ୍ରେନଟି ଅତ୍ୟନ୍ତ ବିପଦଜନକ ଭାବେ ମାଲଗାଡ଼ି ରହିଥିବା ଟ୍ରାକ୍‌କୁ ଚାଲି ଯାଇଥିଲା। ମୁଖ୍ୟ ଲାଇନରେ ଯିବାକୁ ଟ୍ରେନକୁ ସିଗ୍ନାଲ ମିଳିଥିଲା। ହେଲେ ଟ୍ରାକ୍‌ରେ କିଛି ତ୍ରୁଟି ହେବାରୁ ଏହା ଟ୍ରେନ୍‌କୁ ଲୁପ ଲାଇନକୁ ନେଇ ଯାଇଥିଲା।

ଟ୍ରେନଟି ଗୁଡୁର(ଆନ୍ଧ୍ର ପ୍ରଦେଶ) ଯାଉଥିଲା। ଏହା ଥିରୁଭାଲ୍ଲୁରର କବରାଇପେଟ୍ଟାଇ ରେଳ ଷ୍ଟେସନରେ ଅଟକି ଥିଲା। ଏଠାରୁ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟ ଲୁପ ଲାଇନରେ ଗୁଡୁର ଯିବାର ଥିଲା।

ଏକ୍ସପ୍ରେସ ଟ୍ରେନକୁ ପ୍ରାଥମିକତା ଦିଅଯାଇ, ତା’କୁ ମେନ ଲାଇନରେ ଛଡ଼ା ଯାଇଥିଲା। ମେନ ଲାଇନ ପାଇଁ ସିଗ୍ନାଲ ଥିଲା। ହେଲେ କୌଣସି କାରଣରୁ ଟ୍ରେନଟି ଲୁପ ଲାଇନରେ ପ୍ରବେଶ କରିଥିଲା ଓ ସେଠାରେ ପୂର୍ବରୁ ରହିଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୁପ ଲାଇନରେ ପ୍ରବେଶ କରିବା ପୂର୍ବରୁ ଟ୍ରେନକୁ ଜୋରରେ ଗୋଟିଏ ଝଟକା ଲାଗିଥିଲା। ଏହା ଦୋହଲି ଯାଇଥିଲା। ଏସବୁ ସତ୍ତ୍ୱେ ଦୁର୍ଘଟଣା ପଛର କାରଣ କଥା ରେଳ ସୁରକ୍ଷା କମିଶନର ଯାଞ୍ଚ ପରେ କହିବେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଶୁକ୍ରବାର ତାମିଲନାଡୁର ତିରୁଭାଲ୍ଲର ଜିଲ୍ଲାରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥିଲା। ଘଣ୍ଟା ପ୍ରତି ୭୫ କିମି ବେଗରେ ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତୀ ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଥିବା ଗୋଟିଏ ମାଲବାହୀ ଟ୍ରେନକୁ ପଛ ପଟୁ ଧକ୍କା ଦେଇଥିଲେ।

ଏଥିଯୋଗୁ ଏକ୍ସପ୍ରେସ ଟ୍ରେନର ୧୨ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହ ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୧୯ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

ତେବେ ରେଳ ଧାରଣାରେ କାହିଁକି ଏପରି ଘଟଣା ଘଟିଲା? ଟ୍ରେନ ଦୁର୍ଘଟଣା ପଛରେ କିଛି ଅନ୍ତର୍ଘାତୀ କାରଣ ରହିଛି କି? ଜାଣୁଶୁଣି ଟ୍ରେନ ଦୁର୍ଘଟଣା କରାଯାଇ ନାହିଁ ତ? ଏପରି ଅନେକ ପ୍ରଶ୍ନ ଭିତରେ ଟ୍ରେନ ଦୁର୍ଘଟଣାର ପ୍ରାରମ୍ଭିକ କାରଣ ସମ୍ପର୍କରେ ଦକ୍ଷିଣ ରେଳବାଇର ଜେନେରାଲ ମ୍ୟାନେଜର ଆରଏନ ସିଂହ। ସିଗ୍ନାଲ ଓ ରୁଟରେ ପାର୍ଥକ୍ୟ ରହିବାରୁ ଏପରି ଦୁର୍ଘଟଣା ଘଟିଥିବା ଶ୍ରୀ ସିଂହ କହିଛନ୍ତି।

ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.