Thursday, May 15, 2025
No Result
View All Result
Odisha 365

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ସଂକଟରେ ପଡ଼ିଥିବା ହିନ୍ଦୁଙ୍କ ବିଶ୍ବରୁ ସହଯୋଗ ମିଳିବା ଉଚିତ

Ramesh Parida by Ramesh Parida
Oct 12, 2024, 12:38 pm GMT+0530
FacebookTwitterWhatsAppTelegram

ନାଗପୁରର ଆରଏସଏସ ମୁଖ୍ୟାଳୟରେ ବିଜୟଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶସ୍ତ୍ର ପୂଜା କରିଛନ୍ତି । ଭାଗବତ ତାଙ୍କ ଅଭିଭାଷଣରେ ବାଂଲାଦେଶ, କୋଲକାତା ବଳାତ୍କାର-ହତ୍ୟା, ଦେଶରେ ହିଂସା ଘଟଣା, ଇସ୍ରାଏଲ-ହାମାସ ଯୁଦ୍ଧ ଏବଂ ଶୋଭାଯାତ୍ରାରେ ପଥର ଫିଙ୍ଗିବା ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।

ସଂଗଠନର ମୁଖ୍ୟ କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଛି। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ସେମାନେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରୁ ସାହାଯ୍ୟ ପାଇବା ଉଚିତ୍। ଭାଗବତ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଏହା ହେଉଛି ସମାଜର ସବୁଠାରୁ ଲଜ୍ଜାଜନକ ଘଟଣା।

ଭାଗବତ ସଂଘର ପ୍ରତିଷ୍ଠା ଦିବସର ଶତବାର୍ଷିକୀ ବିଷୟରେ ମଧ୍ୟ କହିଥିଲେ । ବିଜୟାଦଶମୀ 1925 ମସିହାରେ ଡ. ବଳରାମ ହେଡଗୱାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ଆଜି ପବିତ୍ର ବିଜୟାଦଶମୀ ସମଗ୍ର ଭାରତରେ ପାଳନ କରାଯାଉଛି  । ସଂଘ 99 ବର୍ଷରେ ପହଁଚିଛି ।  ପ୍ରତିବର୍ଷ ଆରଏସଏସର ସରସଙ୍ଗଚାଲକ ଦେଶରେ ଅସ୍ତ୍ର ଉପାସନା ତଥା ପଥ ସଂଚଳନ କରି ଦେଶରେ ଏକ ନୂତନ ଉତ୍ସାହ ସୃଷ୍ଟି କରିବା କାର୍ଯ୍ୟ କରି ଆସୁଛନ୍ତି ।

ଚଳିତ ବର୍ଷ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ବାର୍ଷିକ ବିଜୟାଦଶମୀ ମହୋତ୍ସବରେ ସମ୍ବୋଧିତ କରି ସରସଂଘଚାଲକ ଡକ୍ଟର ମୋହନ ଭାଗବତ କହିଛନ୍ତି ଯେ ଅହଲ୍ୟାବାଇ ହୋଲକର ଜଣେ ଦିବ୍ୟାତ୍ମା ଥିଲେ । ସେ କେବଳ ନିଜ ରାଜ୍ୟରେ ଲୋକଙ୍କ ପ୍ରିୟ ନଥିଲେ, ତାଙ୍କର  ଦୂରଦୃଷ୍ଟି ଥିଲା ଏବଂ ସେ  ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ ଧାର୍ମିକ ଅନୁଷ୍ଠାନ ଗଢ଼ି ହିନ୍ଦୁ ଧର୍ମ, ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର କରିଥିଲେ । ସେ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ଏବଂ ଧର୍ମଶାଳା ନିର୍ମାଣ କରି ନିଜ ସଂସ୍କୃତିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଭାରତର ପୁନରୁଦ୍ଧାରରେ ଦୟାନନ୍ଦ ସରସ୍ୱତୀଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।

ଶ୍ରୀ ଭାଗବତ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିବାକୁ ନେଇ ସାରା ବିଶ୍ବ ଚିନ୍ତିତ  ।

ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ନିର୍ବାଚନ ସମ୍ପର୍କରେ ଡକ୍ଟର ମୋହନ ଭାଗବତ ଜୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ମଧ୍ୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହା ସହିତ ଆମେ ଦେଖୁଛୁ  ବିଶ୍ୱରେ ଭାରତର ବିଶ୍ୱସନୀୟତା ବୃଦ୍ଧି ପାଇଛି |

ଭାରତ ବିକାଶ ଦିଗରେ ଅଗ୍ରସର ହେଉଛି ଏବଂ  ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି । ଭାରତର ଶକ୍ତି ମଧ୍ୟ ଏହାରି ଭିତରେ ବୃଦ୍ଧି ଘଟିଛି ।

ଦେଶ ଭିତରେ ଚାଲିଥିବା ଦେଶ ବିରୋଧୀ କାର୍ଯ୍ୟକଳାପ ବିଷୟରେ ଡକ୍ଟର ମୋହନ ଭଗବତ ଜୀ କହିଛନ୍ତି ଯେ ଭାରତ ଆଗକୁ ବଢ଼ିବାକୁ ହେବ । ଦୁନିଆରେ ଏପରି କିଛି ଶକ୍ତି ଅଛନ୍ତି ଯେଉଁମାନେ ଚାହୁଁଛନ୍ତି ଯେ ଭାରତ ଆଗକୁ ନବଢ଼ୁ । କିନ୍ତୁ ଭାରତ ଆଗକୁ ବଢ଼ିବ ।

ଶ୍ରୀ ଭାଗବତ ବାଂଲାଦେଶ ରାଜନୀତିକ ଘଟଣାବଳୀକୁ ନେଇ ଚିନ୍ତିତ ଥିବା କହିଥିଲେ । ବାଂଲାଦେଶରେ ଦଙ୍ଗା ଯୋଗୁଁ ସେଠାରେ ଥିବା ହିନ୍ଦୁ ସମାଜ ଉପରେ ଅତ୍ୟାଚାର ବୃଦ୍ଧିପାଇଛି। ଯେତେବେଳେ ହିନ୍ଦୁମାନେ ନିଜକୁ ରକ୍ଷା କରିବା ପାଇଁ ରାସ୍ତାରେ ଚିତ୍କାର କରୁଥିଲେ ସେତେବେଳେ ତାଙ୍କୁ ଉଦ୍ଧାର କରିବାକୁ କେହି ନଥିଲେ । ମୈାଳବାଦୀମାନେ ବାଂଲାଦେଶର ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି ।

ଡକ୍ଟର ମୋହନ ଭାଗବତ କହିଛନ୍ତି ଯେ କିଛି ଲୋକ ଅଛନ୍ତି ଯେଉଁମାନେ ଦେଶ ବିରୋଧୀ ଶକ୍ତି ସହିତ ହାତ ମିଳାଇ ଦେଶବାସୀଙ୍କୁ  ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଚିହ୍ନିବା ଦରକାର ଏବଂ ତାଙ୍କର ମୁଖା ଖୋଲାଯିବା ଉଚିତ ।

ଡକ୍ଟର ମୋହନ ଭଗବତ ଆର.ଜି କର ମେଡିକାଲ କଲେଜ ବିଷୟରେ କହିଥିଲେ ଯେ ଯେତେବେଳେ ଦୈାପଦୀଙ୍କ ବସ୍ତ୍ର ହରଣ କରାଯାଇଥିଲା ସେତେବେଳେ ମହାଭାରତ ଘଟିଥିଲା। ସୀତାଙ୍କୁ ଅପହରଣ କରାଯାଇଥିଲା, ରାମାୟଣ ଘଟିଥିଲା । ଆଜି ଆର.ଜି କର ଡାକ୍ତରଖାନାରେ ଯାହା ଘଟିଛି ତାହା ଲଜ୍ଜାଜନକ ହୋଇଛି। ସରକାର ଚାହିଁଥିଲେ ଏହା ହୋଇନଥାନ୍ତା । ଘଟଣା ଘଟିବା ପରେ ତାକୁ ଚାପି ଦେବାପାଇଁ ଯେଉଁ ସବୁ ଷଡ଼ଯନ୍ତ୍ର ହୋଇଥିଲା ତାହା ରାଜନୀତିରେ ଅପରାଧକୁ ସୂଚାଉଛି ।

ଏଥି ସହିତ ଦେଶରେ ଗଣେଶ ଉତ୍ସବ ସମୟରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଡକ୍ଟର ଭାଗବତ  । ସେ କହିଛନ୍ତି ଯେ ଗଣେଶ ଭସାଣି ସମୟରେ ବୁଡ଼ ପକାଇବା ଉପରେ ପଥର ଫିଙ୍ଗିବାକ ସହଜ କଥା କୁହାଯାଇପାରିବ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଦଣ୍ଡ ଦେବା ଉଚିତ । ନିଜର ଅଧିକାରକୁ ସଦାବେଳେ ସୁରକ୍ଷିତ କରିବା ଆବଶ୍ୟକ ।

Tags: mohan-bhagwatrsschief
ShareTweetSendShare

RelatedNews

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା
Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.