Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆଧ୍ୟାତ୍ମିକ

ତିରୁପତି ମନ୍ଦିର ଯିବାକୁ ନେଇ ଜଗନ-ଚନ୍ଦ୍ରବାବୁ ମୁହାଁମୁହିଁ

Ramesh Parida by Ramesh Parida
Sep 28, 2024, 02:06 pm GMT+0530
FacebookTwitterWhatsAppTelegram

“ମୋ ମନ୍ଦିର ଯିବାକୁ ସରକାର ରୋକୁଛନ୍ତି । ମୋ  ଗସ୍ତରେ ବିଭ୍ରାଟ କରିବା ପାଇଁ ସେମାନେ ଲାଗିପଡ଼ିଛନ୍ତି ।  ଗୋଟିଏ ପଟେ ନୋଟିସ ପଠାଉଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କୁ ସୁରକ୍ଷା ଦେଉଛନ୍ତି । ରାଜନୀତିକ ପ୍ରସଙ୍ଗକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଢ଼ୁ ବିବାଦ ଆଣିଛନ୍ତି। ଲଡ଼ୁ ତିଆରିରେ ପଶୁ ଚର୍ବି ମିଶା ଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରମାଣ କରିବାକୁ ଚାହୁଁଛନ୍ତି। ଏହା ତିରୁମାଲାର ପବିତ୍ର ଓ ସ୍ୱଚ୍ଛା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା କ’ଣ ଯଥାର୍ଥ? ଟିଟିଡି ଲଡ଼ୁ ପ୍ରସାଦମକୁ ନେଇ ଚନ୍ଦ୍ରବାବୁ ନାଇଡୁ ଡାହା ମିଛ କହୁଛନ୍ତି ବୋଲି ୱାଇଏସଆର କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ କହିଛନ୍ତି । ତେବେ ଚନ୍ଦ୍ରବାବୁ ଏହାକୁ ମିଥ୍ୟା କହିଛନ୍ତି  । ସେ କହିଛନ୍ତି ସରକାର କାହାକୁ ମନ୍ଦିର ଯିବାକୁ ବାରଣ କରନ୍ତି ନାହିଁ । ସେପରି ସରକାରଙ୍କ ପକ୍ଷରୁ କିଛି ନୋଟିସ ଯାଇନାହିଁ ।

ଜଗନ କହିଛନ୍ତି, “ମୋ ଜାତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ମୁଁ ଘରେ ବାଇବେଲ ପଢ଼େ। ମୁଁ ହିନ୍ଦୁତ୍ୱ, ଇସଲାମ, ଶିଖ ଧର୍ମକୁ ଅନୁସରଣ ଓ ସମ୍ମାନ କରେ। ମୁଁ ମାନବିକତାର ସଂପ୍ରଦାୟରରୁ ଆସିଛି। ଭାରତର ସମ୍ବିଧାନ କ’ଣ କହୁଛି? ଜଣେ ମୁଖ୍ୟମନ୍ତ୍ରୀ ସ୍ତରର ଲୋକକୁ ମନ୍ଦିର ଯିବାକୁ ଅନୁମତି ମିଳୁନି, ତା’ହେଲେ ଦଳିତଙ୍କୁ କେମିତି ବ୍ୟବହାର କରାଯାଉଥିବ?” ବୋଲି ସେ ଚନ୍ଦ୍ରବାବୁ ନାଇଡୁଙ୍କୁ କଟାକ୍ଷ କରିଛନ୍ତି ।

ଲଡ଼ୁ ପାଇଁ ବ୍ୟବହାର ହେଉଥିବା ଘିଅର ଟେଣ୍ଡର ପ୍ରକ୍ରିୟା ସପକ୍ଷରେ ଜଗନ ମୋହନ ମତ ରଖିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମିଛ କହୁଛନ୍ତି। ଦୀର୍ଘ ଦଶନ୍ଧି ଧରି ଘିଅ ପାଇଁ ଇ-ଟେଣ୍ଡର ପ୍ରକ୍ରିୟା ପ୍ରଚଳିତ ରହିଛି। ପ୍ରତି ୬ ମାସରେ ଏହି ପ୍ରକ୍ରିୟା କରାଯାଇଥାଏ। ତିରୁପତି ଲଡ଼ୁ ବେଶ ସ୍ୱତନ୍ତ୍ର। ମୋ ପିଲାଟି ବେଳକୁ ଏହା ସ୍ୱତନ୍ତ୍ର ବୋଲି ମୁଁ ଜାଣିଛି।

ପ୍ରତି ୬ ମାସରେ ଲଡ଼ୁ ପାଇଁ ଟେଣ୍ଡର ଡକାଯାଏ ଓ ଯିଏ କମ ଟଙ୍କା ବିଡ କରନ୍ତି, ତା’ ଉପରେ ଟିଟିଡି ବୋର୍ଡ ମୋହର ମାରେ। ଏଥିରେ ସରକାରଙ୍କର କୌଣସି ହସ୍ତକ୍ଷେପ ନ ଥାଏ। ଟିଟିଡି ବୋର୍ଡ ଅତ୍ୟନ୍ତ ସ୍ୱତନ୍ତ୍ର। କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବୋର୍ଡ ସଦସ୍ୟ ପାଇଁ ପ୍ରସ୍ତାବ ଦିଅନ୍ତି।

ଚନ୍ଦ୍ରବାବୁ ନାଇଡୁ ୨୦୧୪ରୁ ୨୦୧୯ ଯାଏ କ୍ଷମତାରେ ଥିବା ବେଳେ ୧୪ରୁ ୧୫ ଥର ଘିଅ ନିମ୍ନ ଗୁଣବତ୍ତା ଯୋଗୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ସେହିପରି ୨୦୧୯ରୁ ୨୦୨୪ ଏହା ୧୮ ଥର ଅଗ୍ରାହ୍ୟ ହୋଇଥିଲା। ତେଣୁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।”

କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରର ଲଡୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ଲଡୁରେ ଅପମିଶ୍ରଣ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଲଡୁର ମାନ ପରୀକ୍ଷଣ ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବି ଅପମିଶ୍ରିତ ହୋଇଥିବା କୁହାଯାଇଥିଲା।

ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଡିଟିପି ସରକାର ଉପରେ ଆଜି ବର୍ଷିଛନ୍ତି ଦଳ ୱାଇଏସଆର କଂଗ୍ରେସର ମୁଖ୍ୟ  ଜଗନ ମୋହନ ରେଡ୍ଡୀ। ରାଜ୍ୟରେ ବର୍ତ୍ତମାନ ରାକ୍ଷସମାନେ କ୍ଷମତାରେ ରହିଛନ୍ତି। ମନ୍ଦିରକୁ ଯିବାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିବା ଏପରି ଏକ ରାଜନୀତିକ କୁ କେହି କେବେ ଦେଖି ନଥିବେ ବୋଲି ମଧ୍ୟ ଜଗନ କହିଛନ୍ତି।

ତିରୁପତି ଲଢ଼ୁ ବିବାଦ ମଧ୍ୟରେ ଆଜି ଜଗନ ମୋହନ ତିରୁମାଳା ମନ୍ଦିର ଯିବାର ଥିଲା। ତେବେ ତାଙ୍କ ଗସ୍ତ ବାତିଲ ହେବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଗନ ଆଜି ରାତିରେ ତିରୁମାଳା ମନ୍ଦିରରେ ପହଞ୍ଚି ଥାଆନ୍ତେ ଓ ଶନିବାର ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା।

ତେବେ ସେ ତାଡେପାଲ୍ଲେରୁ ତିରୁପତି ଯିବା ପୂର୍ବରୁ ତାଙ୍କ ଆସ୍ଥାର ଘୋଷଣାପତ୍ର ସାର୍ବଜନୀନ କରିବା ଦାବି ତେଜିଥିଲା। ସେହିପରି ତାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା। ଏହି କାରଣରୁ ସେ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି।

ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.