Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ଜାତିସଂଘରେ ‘ସମିଟ୍ ଅଫ୍ ଦି ଫ୍ୟୁଚର’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

Ramesh Parida by Ramesh Parida
Sep 24, 2024, 05:49 pm GMT+0530
FacebookTwitterWhatsAppTelegram

ଭାରତ ପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଏକ ପ୍ରତିବଦ୍ଧତା। “ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ” ଏବଂ “ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ” ପରି ଆମର ପଦକ୍ଷେପରେ ମଧ୍ୟ ଏହି ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି । ସମଗ୍ର ମାନବଜାତିର ଅଧିକାରର ସୁରକ୍ଷା ଏବଂ ବିଶ୍ୱ ସମୃଦ୍ଧି ପାଇଁ ଭାରତ ସର୍ବଦା ଏହାର କାର୍ଯ୍ୟ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ‘ସମିଟ୍ ଅଫ୍ ଦି ଫ୍ୟୁଚର’ରେ  ବକ୍ତବ୍ୟ ଦେଇ କହିଛନ୍ତି । ମୋଦି କହିଥିଲେ ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତ ଏବଂ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ନିକଟରେ ଜୁନ୍ ମାସରେ ଅନୁଷ୍ଠିତ ମାନବ ଇତିହାସର ସର୍ବବୃହତ ନିର୍ବାଚନରେ ଭାରତର ଜନତା ମୋତେ କ୍ରମାଗତ ତୃତୀୟ ଥର ପାଇଁ ସେମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ଆଜି ମୁଁ ଆପଣଙ୍କ ପାଇଁ ମାନବଜାତିର ଏହି ଏକ ଷଷ୍ଠାଂଶର ସ୍ୱର ଆଣିଛି । ,

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ  ଆମେ ବିଶ୍ୱ ଭବିଷ୍ୟତ ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଆମକୁ ମାନବ କେନ୍ଦ୍ରୀତ ଆଭିମୁଖ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପଡିବ। ନିରନ୍ତର ବିକାଶକୁ ପ୍ରାଥମିକତା ଦେବା ସହିତ ମାନବ କଲ୍ୟାଣ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ । ଭାରତରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରି ଆମେ ଦେଖାଇଛୁ ଯେ ନିରନ୍ତର ବିକାଶ ସଫଳ ହୋଇପାରିବ  ଏବଂ ଆମେ ଆମର ସଫଳତାର ଏହି ଅନୁଭୂତିକୁ ସମଗ୍ର ଗ୍ଲୋବାଲ ସାଉଥ୍ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ ମାନବଜାତିର ସଫଳତା ଆମର ସାମୂହିକ ଶକ୍ତିରେ ରହିଛି, ଯୁଦ୍ଧ କ୍ଷେତ୍ରରେ ନୁହେଁ । ବିଶ୍ୱ ଶାନ୍ତି ଓ ବିକାଶ ପାଇଁ ବୈଶ୍ୱିକ ଅନୁଷ୍ଠାନରେ ସଂସ୍କାର ଜରୁରୀ । ସଂସ୍କାର ହେଉଛି ପ୍ରାସଙ୍ଗିକତାର ଚାବିକାଠି! ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଆଫ୍ରିକୀୟ ସଂଘରେ ଜି-୨୦ର ସ୍ଥାୟୀ ସଦସ୍ୟତା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଗୋଟିଏ ପଟେ ଆତଙ୍କବାଦ ବିଶ୍ୱ ଶାନ୍ତି ଓ ନିରାପତ୍ତା ପାଇଁ ଗୁରୁତର ବିପଦ ପାଲଟିଥିବା ବେଳେ ଅନ୍ୟପଟେ ସାଇବର, ସାମୁଦ୍ରିକ ଓ ମହାକାଶ ଭଳି କ୍ଷେତ୍ର ସଂଘର୍ଷର ନୂଆ ଦିଗ ଭାବେ ଉଭା ହେଉଛି। ଏହି ସବୁ ପ୍ରସଙ୍ଗରେ ମୁଁ ଗୁରୁତ୍ୱାରୋପ କରିବି ଯେ, ଗ୍ଲୋବାଲ ଆକ୍ସନ ଗ୍ଲୋବାଲ୍ ଆମ୍ବିସନ ସହ ମେଳ ଖାଇବା ଦରକାର!,

ମୋଦି କହିଥିଲେ ବୈଷୟିକ ଜ୍ଞାନକୌଶଳର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ସନ୍ତୁଳିତ ନିୟନ୍ତ୍ରଣର ଆବଶ୍ୟକତା ରହିଛି । ଆମକୁ ବିଶ୍ୱସ୍ତରୀୟ ଡିଜିଟାଲ ଶାସନ ର ଆବଶ୍ୟକତା ଅଛି, ଯାହା ସୁନିଶ୍ଚିତ କରେ ଯେ ଜାତୀୟ ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବଜାୟ ରହିବ । ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏକ ସେତୁ ହେବା ଉଚିତ, ପ୍ରତିବନ୍ଧକ ନୁହେଁ! ଗ୍ଲୋବାଲ ଗୁଡ ପାଇଁ ଭାରତ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ସମଗ୍ର ବିଶ୍ୱ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛି ।

Tags: 'Summit of the Future'ModiUnited Nations
ShareTweetSendShare

RelatedNews

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?
Latest News

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.