Thursday, May 15, 2025
No Result
View All Result
Odisha 365

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଏ ଖାଲି ଥିବା ଆସନ ହେଉଛି ରାମଙ୍କ ପାଇଁ ମୁଁ ଭରତ!

Ramesh Parida by Ramesh Parida
Sep 23, 2024, 08:02 pm GMT+0530
FacebookTwitterWhatsAppTelegram

ଦିଲ୍ଲୀ: ଦିଲ୍ଲୀ ରାଜନୀତିକୁ ନେଇ ବେଶ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।  । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅତିଶୀ ମାର୍ଲେନ ଯାହା କହିଛନ୍ତି ତାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।  ଅତିଶୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପଡ଼ିଥିବା ଚୌକିରେ ବସିଥିଲେ। ତେବେ ତାଙ୍କ ଚୌକି ବାମ ପାର୍ଶ୍ବରେ ଆଉ ଏକ ଖାଲି ଚୌକି ଦେଖିବାକୁ ମିଳିଥିଲା। ଏହି ଖାଲି ଚୌକି ବିଷୟରେ ଅତିଶୀ କହିଥିଲେ, ଏହି ଚୌକି ଅରବିନ୍ଦ କେଜ୍ରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠରେ ରହିବ। ଏହି ଚୌକି କେଜ୍ରିଓ୍ବାଲଙ୍କ ଅପେକ୍ଷାରେ ବି ରହିବ। ଯାହାକୁ ନେଇ ଉପସ୍ଥିତି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ।

ତେବେ ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ସମାଲୋଚନା କରୁଛନ୍ତି । ବିଜେପି ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଖରେ ଆଉ ଏକ ଖାଲି ଚୌକି ରଖାଯିବା ଆଦର୍ଶ ପାଳନ ନୁହେଁ, ବରଂ ଚାମଚାଗିରି ବୋଲି ବିଜେପି କହିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀର ଗରିମା କ୍ଷୁଣ୍ଣ କରୁଛନ୍ତି ଆପ ନେତା । ଦିଲ୍ଲୀବାସୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଉଛନ୍ତି । କେଜ୍ରିଓ୍ବାଲ ଜବାବ ଦିଅନ୍ତୁ କି ସେ ଏହିପରି ଭାବେ ରିମୋଟ୍‌ କଂଟ୍ରୋଲ ଜରିଆରେ ଦିଲ୍ଲୀ ସରକାର ଚଳାଇବେ କି ବୋଲି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି । ତେବେ ଗଣତନ୍ତ୍ରରେ ଏପରି ଜଣେ ମୁଖ୍ୟମନ୍ତ୍ରୀ କହିବାକୁ ନେଇ ଜାତୀୟ ଗଣମାଧ୍ୟରେ ଜୋରଦାର ଚର୍ଚା ଚାଲିଛି । ଆତିଶୀ ଠିକ୍ କହିଛନ୍ତି ନା ଭୁଲ ତାହା ଦିଲ୍ଲୀବାସୀ କହିବେ ।

ShareTweetSendShare

RelatedNews

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା
Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.