ଏୟାର ମାର୍ଶଲ ଅମରପ୍ରୀତ ସିଂ ଭାରତୀୟ ବାୟୁସେନାର ପ୍ରମୁଖ ହେବେ । ଏବେ ସେ ଭାରତୀୟ ବ୍ରୟୁ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେପ୍ଟେମ୍ବର 30 ତାରିଖରେ ସେ ମୁଖ୍ରଭାବେ ପଦଭାର ଗ୍ରହଣ କରିବେ । ସେ ବାୟୁସେନାର ଏବ ପ୍ରମୁଖ ଥିବା ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ଠାରୁ ପଦଭାର ସମ୍ଭାଳିବେ ।
ରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ସରକାର ବର୍ତମାନ ବାୟୁସେନାର ଉପପ୍ରମୁଖ ଭାବେ କାର୍ଯ୍ୟ କରୁଥିବା ଅମରପ୍ରୀତ ସିଂଙ୍କୁ ବାୟୁସେନାର ମୁଖ୍ୟଭାବେ ନିଯୁକ୍ତି କରାଯାଇଛି ।
ଏୟାର ମାର୍ଶଲ ଅମରପ୍ରୀତଙ୍କ ନାମରେ ଅନେକ ରାକର୍ଡ଼ ରହିଛି । ସେ 1964 ମସିହା ଅକ୍ଟୋବର 27 ତାରିଖରେ ଜନ୍ମ ହୋଇଥିଲେ । 2023 ମସିହା ଫେବୃଆରୀ ପହିଲାରୁ ସେ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପାଖରେ 5 ଘଣ୍ଟାରୁ ଅଧିକ ସମୟ ଓଡ଼ାଣ ଭରିଥିବାର ଅଭି ରହିଛି ।