ଆଇଫୋନ 16 ସିରିଜ ଭାରତରେ ବିକ୍ରି ହେବା ପଇଁ ଏବେ ଉପଲବ୍ଧ । ଆପଲର ଏହି ଲାଟେଷ୍ଟ ଫାନକୁ ନେଇ ଲୋକଙ୍କ ଭିତରେ ଖୁବ ଖୁସି ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଖୁସି ସାଧାରଣ ଲୋକଙ୍କ ଭିତରେ ନୁହିଁ । ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ରହିଛି ।
ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିକଟରେ ତାଙ୍କର ଲାଟେଷ୍ଟ ଆଇଫୋନ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହା ସହ ସେ କହିଛନ୍ତି କି ସେ ଆଇଫୋନ 16 ପ୍ରୋ ମାସ୍କ ବ୍ୟବହାର କରୁଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି କ୍ୟାମେରା ବହୁତ ଅଛି ଓ ସେ ଫାନରେ ଥିବା ଅନ୍ୟ ଫିଚରକୁ ବ୍ୟବହାର କରିବାକୁ ଖୁସି ଅଛନ୍ତି ।
ଭାରତରେ ଆଇଫୋନ 16 ସିରିଜର ସେଲ ସେପ୍ଟେମ୍ବର 21 ରୁ ଆରମ୍ଭ ହୋଇଯାଇଛି । ଏହି ଫୋନକୁ ଅନଲାଇନ ଓ ଅଫଲାଇନ ଦୁଇଟା ଯାକ ପ୍ଲାର୍ଟଫର୍ମରୁ କିଣାଯାଇପାରିବ ।
ଭାରତରେ ଆପଲ ଷ୍ଟୋରରେ ଲଞ୍ଚ ସମୟରେ ଟିମ କୁକ ଯେତେବେଳେ ଭାରତକୁ ଆସଥିଲେ । ସେ ମାଧୁରୀ ଦୀକ୍ଷିତଙ୍କୁ ଭେଟିଥିଲେ । ସେମାନେ ପ୍ରାତଃଭୋଜନ ସମୟ ଫଟୋ ବି ସେୟାର କରିଥିଲେ ମାଧୁରୀ ଦୀକ୍ଷିତଙ୍କ ପାଖରେ ଆଇଫୋନ 16 ପ୍ରୋ ମାସ୍କର ଡ଼େଜଟ ଟାଇଟନିୟମ ଭାରିୟାଣ୍ଟ ଅଛି । ମାଧୁରୀଙ୍କ ପାଖରେ ଯେଉଁ ରଂଗ ଅଛି ତାହାକୁ କମ୍ପାନୀ ନୂଆ ବାହାର କରିଛି ।