Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ତିରୁପତିଙ୍କ ଲଡ଼ୁରେ ପଶୁ ଚର୍ବି ମିଶିବା ପ୍ରସଙ୍ଗ , ସୁପ୍ରିମ କୋର୍ଟରେ ପିଟିସନ ଦାଏର

ମନ୍ଦିରର ନିୟନ୍ତ୍ରଣ ଏବଂ ପରିଚାଳନାକୁ ହିନ୍ଦୁ ସମ୍ପ୍ରଦାୟକୁ ହସ୍ତାନ୍ତର କରିବାକୁ ଭିଏଚ୍‌ପିର ଦାବି

Ramesh Parida by Ramesh Parida
Sep 21, 2024, 09:27 am GMT+0530
FacebookTwitterWhatsAppTelegram

ତିରୁପତି: ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି କିପରି ହେଲା ଏବଂ କିଏ କଲା ତାହାର କାରଣ ଖୋଜା ଚାଲିଛି । ନେତା ଓ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦ କହିଛି ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବିର ବ୍ୟବହାର ଅସହିଷ୍ଣୁତାର ପରିଚୟ ଦେଉଛି । ଆନ୍ଧ୍ରପ୍ରଦେଶ ସରକାର ମନ୍ଦିରର ନିୟନ୍ତ୍ରଣ ଏବଂ ପରିଚାଳନାକୁ ହିନ୍ଦୁ ସମ୍ପ୍ରଦାୟକୁ ହସ୍ତାନ୍ତର କରିବାକୁ ଭିଏଚ୍‌ପି ଦାବି କରିଛି।

ଭିଏଚ୍‌ପି ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ବାଗ୍ରା ମଧ୍ୟ ଦେଶର ସମସ୍ତ ମନ୍ଦିର ତଥା ଅନ୍ୟାନ୍ୟ ହିନ୍ଦୁ ମନ୍ଦିରକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ଦାବି କରିଛନ୍ତି। ତିରୁପତି ମନ୍ଦିରର ପ୍ରସାଦକୁ ଅପମାନିତ କରିବାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମନ୍ଦିରଗୁଡ଼ିକର ସରକାରୀ ନିୟନ୍ତ୍ରଣ କଣ ପାଇଁ?  କାରଣ ଏହା ରାଜନୈତିକ ଦ୍ବେଷ ସୃଷ୍ଟି କରୁଛି ।  ଅଶୁଦ୍ଧତା ଉଦ୍ଦେଶ୍ୟରେ ପ୍ରସାଦରେ ଏସବୁ କରାଯାଉଛି ।

ତିରୁପତି ଲଡୁ ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ଅସହିଷ୍ଣୁ ତଥା ଘୃଣ୍ୟ କାର୍ଯ୍ୟ ବୋଲି ସେ କହିଛନ୍ତି ଏବଂ ଏହା ଦ୍ୱାରା ସମଗ୍ର ହିନ୍ଦୁ ସମାଜ ଦୁଃଖିତ ଏବଂ ଆଘାତପ୍ରାପ୍ତ ବୋଲି ସେ କହିଛନ୍ତି। ହିନ୍ଦୁ ସମାଜ ଏହାର ବିଶ୍ୱାସ ଉପରେ ବାରମ୍ବାର ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଭିଏଚପି ବୋଲି ସେ କହିଛନ୍ତି ।

ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ଗାଈ ଘୁଷୁରୀ ଭଳି ପଶୁଙ୍କ ଚର୍ବି ମିଶଯାଉଛି ବୋଲି ଯେଉଁ ଅଭିଯୋଗ ହୋଇଛି । ତାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ  ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ଜେ.ପି.ନଡ୍ଡା ଏହି ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ସହ ଆଲୋଚନା କରିବା ପରେ ରିପୋର୍ଟ ମଗାଇଥିବା ଜଣାପଡ଼ିଛି ।

ତିରୁପତି ମନ୍ଦିରରେ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଲଡ଼ୁରେ ପଶୁଙ୍କ ଚର୍ବି ବ୍ୟବହାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନାଇଡ଼ୁ ଗତ ବୁଧବାର ଗୁରୁତର ଅଭିଯୋଗ ଆଣିଥିଲେ । ଆନ୍ଧ୍ରରେ ପୂର୍ବରୁ କ୍ଷମତାସୀନ ଜଗନ ରେଡ୍ଡିଙ୍କ ସରକାର ଏଭଳି ବ୍ୟବସ୍ଥା କରିଥିବା ନାଇଡୁ କହିଥିଲେ। ଭକ୍ତଙ୍କ ଧାର୍ମିକ ମନୋଭାବ ସହ ଏଭଳି ଚକ୍ରାନ୍ତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନାଇଡୁ କହିଥିଲେ।

ଅପରପକ୍ଷରେ ନାଇଡୁଙ୍କ ଏଭଳି ଅଭିଯୋଗକୁ ୱାଇଏସଆର କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ରାଜନୈତିକ ଫାଇଦା ଉଠାଇବାକୁ ନାଇଡୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଥିବା ୱାଇଏସଆର କଂଗ୍ରସ ପକ୍ଷରୁ କୁହାଯାଇଛି। ରାଜନୀତି ସହ ଧର୍ମକୁ ନ ଯୋଡିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଇତିମଧ୍ୟରେ ନାଇଡୁଙ୍କୁ ପରାମର୍ଶ ଦେଇଛନ୍ତି।

ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ପରିଚାଳନା ବୋର୍ଡ ଅଧ୍ୟକ୍ଷ କରୁଣାକର ରେଡ୍ଡି ଏଭଳି ଅଭିଯୋଗରେ  ସତ୍ୟତା ନଥିବା କହିଛନ୍ତି ।  ଶୁକ୍ରବାର ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଛି । ଏଭଳି କାର୍ଯ୍ୟ ଦ୍ବାରା ହିନ୍ଦୁ ସଂପ୍ରଦାୟଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବାବେଳେ ସେମାନଙ୍କର ଧାର୍ମିକ ଭାବନା ପ୍ରତି କୁଠାରାଘାତ କରାଯାଇଥିବା  ପିଟିସନରେ ଉଲ୍ଲେଖ କରିଛନ୍ତି। ଭକ୍ତମାନେ ଠାକୁରଙ୍କ ପ୍ରସାଦ ଭାବେ ଲଡୁ ସେବନ କରୁଥିବାବେଳେ ଲଡୁରେ ପଶୁ ଚର୍ବି ମିଶ୍ରଣ ଜଘନ୍ୟ ଅପରାଧ ବୋଲି କୁହାଯାଇଛି। ଯଦି ଏହା ସତ୍ୟ ହୋଇଥିବା ଏପରି ଦୋଷୀଙ୍କୁ ଦଣ୍ଡ  ଦେବା ଆବଶ୍ୟକ ବୋଲି ଧର୍ମଗୁରୁମାନେ କହିଛନ୍ତି ।

Tags: INDIAnewsodishatirupatitemple
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.