Thursday, May 15, 2025
No Result
View All Result
Odisha 365

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ପେଜର, ଓ୍ବାକିଟକି ପରେ ଛେଳି ସାଜିଛି ଲେବାନନ୍‌ ଆତଙ୍କବାଦୀଙ୍କ ପାଇଁ କାଳ

Ramesh Parida by Ramesh Parida
Sep 20, 2024, 04:54 pm GMT+0530
FacebookTwitterWhatsAppTelegram

ହେଜବୁଲ୍ଲା ଆତଙ୍କବାଦୀଙ୍କ ପାଇଁ ମୋସାଦ ଏବେ କାଳ ସାଜିଛି । ଆତଙ୍କବାଦୀମାନେ ଡାଳେ ଡାଳେ ଗଲେ ମୋସାଦ ପତ୍ରେ ପତ୍ରେ ଯାଇ ହତ୍ୟା କରୁଛି । ଆତଙ୍କବାଦୀମାନେ ଯୋଗାଯୋଗ ପାଇଁ ପେଜର ବ୍ୟବହାର କରୁଥିବା ବେଳେ ସେଥିରେ ଚିପ ଲଗାଇ ବିସ୍ଫୋରଣ କରିବାରୁ ହଜାର ହଜାର ଆତଙ୍କବାଦୀ ଆହତ ହେବା ସହ ମୃତ୍ୟୁମୁଖରେ ପଡିଛନ୍ତି । ପରେ ପରେ ଓ୍ବାକିଟକି ବିସ୍ଫୋରଣ ହେବାରୁ ଅନେକ ଆତଙ୍କୀ ନିହତ ହୋଇଛନ୍ତି  । ତେବେ ପୁଣି ଏକ ବଡ଼ ଖେଳ ଖେଳିଛି ମୋସାଦ । ଛେଳିଙ୍କ ଦେହରେ ବିସ୍ଫୋରଣ କରାଇ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛି ମୋସାଦ । ଏହି ଖବର ଏବେ ସାରା ବିଶ୍ବରେ ଚର୍ଚା ହେଉଛି ।

ଲେବାନନ୍‌ରେ ହୋଇଥିବା ପେଜର୍‌ ବିସ୍ଫୋରଣ ଓ ବୁଧବାର ହୋଇଥିବା ୱାକି ଟକି ବିସ୍ଫୋରଣ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍‌ର ବିସ୍ମୟକାରୀ ଶକ୍ତିକୁ ପ୍ରତିପାଦିତ କରିଥିବା ବେଳେ ଏବେ ଛେଳି ଭିତରେ ବାରୁଦ ରଖି ବିସ୍ଫୋରଣର ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିଦେଇଛି। ଆତଙ୍କିତ ହେଜବୁଲ୍ଲା ନିଜର ଅନେକ କମାଣ୍ଡୋଙ୍କୁ ହରାଇଛି । ପ୍ରଥମେ ସେମାନେ ମୋବାଇଲ୍‌ ଫୋନ୍‌ ବର୍ଜନ କରି ପେଜର ବ୍ୟବହାର କରୁଥିଲେ । ଏହା ବିସ୍ଫୋରଣ ହେବାର ଦିନକ ପରେ ଓ୍ବାକିଟକି ବ୍ୟବହାର କରୁକରୁ ତାହା ମଧ୍ୟ ବିସ୍ଫୋରଣ ହୋଇଥିଲା । ଏବେ ଖବର ଅନୁସାରେ ଛେଳିଙ୍କୁ ବିସ୍ଫୋରଣ କରି ଅନେକ ଆତଙ୍କବାଦୀ ନିପାତ କରିଛି ଇସ୍ରାଏଲ ।

ଇସ୍ରାଏଲ-ଇରାନ ଭିତର ଛାୟାଯୁଦ୍ଧ ଚାଲିଛି । ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ନିପାତ କରୁଛି ଇସ୍ରାଏଲ ଗୁଇନ୍ଦାବାହିନୀ ମୋସାଦ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏକ ସେଲ୍‌ କମ୍ପାନି ମାଧ୍ୟମରେ ପେଜର୍‌ ତିଆରି କରିଥିଲା ମୋସାଦ ।  ହେଜବୁଲ୍ଲା ଏହାର ସାମାନ୍ୟତମ ଟେର୍‌ ପାଇନଥିଲା। ଯାହା ଫଳରେ ନିଜର ଆତଙ୍କବାଦୀ ଜଣଙ୍କ ପରେ ଜଣେ ଛଟପଟ ହୋଇ ମଲେ ।  ପେଜର୍‌ ଓ ୱାକି-ଟକି ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା  ୩୭ରେ ପହଞ୍ଚିଥିବା ବେଳେ ପ୍ରାୟ ୪ ହଜାର ଆହତ ଚିକିତ୍ସିତ ହେଉଛନ୍ତି। ୨ ଶହରୁ ଅଧିକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ସେମାନଙ୍କ ପ୍ରାଣ ବି ଯାଇପାରେ । ଏବେ  ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଛେଳିଙ୍କ ଦେହରେ ବିସ୍ଫୋରଣ ଶତାଧିକ ଆତଙ୍କବାଦୀଙ୍କୁ ଗୁରୁତର କରିଛି । ଯଦି ସଠିକ୍ ମୃତ୍ୟୁ ସଂଖ୍ୟା ଜଣାପଡିନାହିଁ  ।

କୁହାଯାଉଛି ୫ ହଜାର ପେଜର୍‌ରେ ବିସ୍ଫୋରକ ଚିପ୍‌ ଲଗାଇଥିଲା ମୋସାଦ । ତାଇଓ୍ବାନ ଓ କୋରିଆ କଂପାନି ଏହାକୁ ନିର୍ମାଣ କରିଥିଲେ । ପ୍ରାୟ ୫ ହଜାର ପେଜର୍‌ ଲେବାନନ୍‌କୁ ଆସିବା ପରେ ଏହାକୁ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।  ହେଜବୁଲ୍ଲାର ଆତଙ୍କବାଦୀ ସାମର୍ଥ୍ୟ ଓ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଆଇଡିଏଫ୍‌ ଏବେ ଲେବାନନର ହେଜବୁଲ୍ଲା ଉପରେ  ଟାର୍ଗେଟ କରୁଛି ।  ଇସ୍ରାଏଲ ଯୁଦ୍ଧ ବିମାନ ଓ ହେଜବୁଲା ଡ୍ରୋନ୍‌ ବ୍ୟବହାର କରି ଆକ୍ରମଣ କରୁଛି ।  ସୀମାରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷ ଜାରି ରହିଛି।

ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.