Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ସିନେମା ମାତ୍ର 99 ଟଙ୍କାରେ ଦେଖିପାରିବେ ?

Ramesh Parida by Ramesh Parida
Sep 19, 2024, 02:33 pm GMT+0530
FacebookTwitterWhatsAppTelegram

ଆଉ ବିଳମ୍ଭ କାହିଁକି? ଆସନ୍ତୁ ଟିକେ ହଲ ଆଡେ ବୁଲି ଆସିବେ । କାରଣ ଏବେ ସିନେମା ଟିକେଟ ଶସ୍ତା । ସିନେ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯେଉଁମାନେ ଫିଲ୍ମକୁ ହଲରେ ଦେଖିବା ପାଇଁ ପସନ୍ଦ କରନ୍ତି , ସେମାନଙ୍କ ପାଇଁ ବମ୍ପର ଅଫର ଆସିଛି । ଜାତୀୟ ସିନେମା ଦିବସ ଅବସରରେ ଆପଣ ନିଜର ପ୍ରିୟ ସିନେମାକୁ ମାତ୍ର 99 ଟଙ୍କାରେ ଦେଖିପାରିବ । ଅଫର ମୁଖ୍ୟତଃ ନିୟମିତ ଚ୍ଚଳଚ୍ଚିତ୍ର ସ୍କ୍ରିନିଂ ହୋଇଥିବା ବେଳେ 3 ଡ଼ି , ରିସଲିନର ସିଟ ଏବଂ ପ୍ରିମିୟମ ଥିଏଟର ଏବଂ 99 ଟଙ୍କାରେ ଅନ୍ତର୍ଭୁକ୍ତ ନୁହେଁ । ଏହାସହ ଅନେକ ଚ୍ଚଳଚ୍ଚିତ୍ର ରିଲିଜ ହୋଇଛି  । ଯାହାକୁ ନେଇ ଲୋକଙ୍କ ଖୁସି ରହିଛି ।  ତେଣୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ କମ୍‌ ହେବ ନାହିଁ ।
ଅଗଷ୍ଟ ୧୫ରେ ରିଲିଜ ହେବା ପରଠାରୁ ବକ୍ସ ଅଫିସରରେ ଧମାକା କରୁଥିବା ‘ସ୍ତ୍ରୀ୨’, ତୁମ୍ବାଡ, ଗୋଟ୍‌, ବକିଙ୍ଗହମ୍‌ ମର୍ଡର୍ସ ପାଇଁ ସିନେ ପ୍ରେମୀଙ୍କ ଭିଡ ଲାଗି ରହିଛି । ସେହିପରି କିଛି ପୁରୁଣା ଫିଲ୍ମକୁ ମଧ୍ୟ ପୁନଃ ରିଲିଜ୍‌ କରାଯିବ ।

ଚଳିତ ବର୍ଷ ଜାତୀୟ ସିନେମା ଦିବସ  20 ସେପ୍ଟେମ୍ବର ଶୁକ୍ରବାରରେ ପଡ଼ୁଛି । ଗତ ବର୍ଷ 2023 ରେ ଏହା 13 ଅକ୍ଟୋବରରେ ପାଳନ କରାଯାଇଥିଲା । ମଲ୍ଟିପ୍ଳେକ୍ସ ଆସୋସିଏସନ ଅଫ୍ ଇଣ୍ଡିଆ ଜାତୀୟ ସିନେମା ଦିବସ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । 20 ସେପ୍ଟେମ୍ବରରେ ସାରା ଦେଶରେ ଶସ୍ତାରେ ଫିଲ୍ମ ଦେଖିବା ପାଇଁ ସୁଯୋଗ ମିଳିବ । ତେଣୁ ଯେଉଁମାନେ ସିନେମା ଦେଖିବାକୁ ଚାହୁଁଛନ୍ତି ବୁକିଂ କରିନିଅନ୍ତୁ ।

ଅଫର ଅନୁଯାୟୀ ପିଭିଆର ସିନେପୋଲିସ ସବୁରେ 300 – 400 ଟଙ୍କାରେ ମିଳୁଥିବା ସିନେମା ଟିକେଟ ମାତ୍ର 99 ଟଙ୍କାରେ ମିଳିବ । ଏହା ସହ ଅନଲାଇନ ଟିକେଟ ବ୍ଳକ କରିବା ପାଇଁ ଆପଣଙ୍କୁ ଦର୍ଶକ ମଲ୍ଟିପ୍ଲେକ୍ସ ଚାଳିତ ଓେବସାଇଟ , ବୁକ ମାଇ ଶୋ , ପେଟିଏମ ଆଦି ବ୍ୟବହାର କରି ପାରିବେ । ଏଥିରେ ଆପଣଙ୍କୁ ସମସ୍ତ ଅଫର ମିଳିବ । ଆାପଣଙ୍କ ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି ପାରିବେ ।

Tags: INDIAnewsodisha
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.