Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଲାଗୁ ହେବ ଓ୍ବାନ ନେସନ ଓ୍ବାନ ଇଲେକସନ ପଲିସି

କ୍ୟାବିନେଟ ଦେଲା ମଂଜୁରୀ

Ramesh Parida by Ramesh Parida
Sep 18, 2024, 03:19 pm GMT+0530
FacebookTwitterWhatsAppTelegram

ଓ୍ବାନ ନେସନ ଓ୍ବାନ ଇଲେକସନକୁ ମିଳିଲା କ୍ୟାବିନେଟ ମଂଜୁରୀ ।  କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହୋଇଥିଲା ରିପୋର୍ଟ । ଓ୍ବାନ ନେସନ ଓ୍ବାନ ଇଲେକସନ କମିଟିର ନେତୃତ୍ବ ନେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । ଛଅମାସ ପରେ ସାରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଂଗରେ କରିବା ଲାଗି ଏହି କମିଶନ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରି କହିଥିଲା । ଯଦି ଏକ ସମୟରେ ନିର୍ବାଚନ କରାଯାଏ ତେବେ ଲକ୍ଷ ଲକ୍ଷ କୋଟି ଟଙ୍କା ରାଜକୋଷରେ ରହିବ, ସମୟ ଅପଚୟ ହେବନାହିଁ , ଉନ୍ନତିମୂଳକ କାମ ବାଧା ହେବନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।  ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରିନାହିଁ ।

ଅର୍ଥ ସଞ୍ଚୟ ହେବ ।  ପ୍ରତ୍ୟେକ ନିର୍ବାଚନ ଆୟୋଜନ କରିବାରେ ବହୁତ ବିଶାଳ ଆର୍ଥିକ ବ୍ୟୟ ହୁଏ। ସମୟ ସଞ୍ଚୟ ହେବ  ।  ବିଭିନ୍ନ ନିର୍ବାଚନ ଗୋଟିଏ ଧାରାରେ କରାଗଲେ ରାଜ୍ୟ ଓ କେନ୍ଦ୍ର ଉପରେ ଅଧିକ ଆର୍ଥିକ ଚାପ ପଡ଼ୁଛି । ପ୍ରଶାସନିକ ସମସ୍ୟା ହ୍ରାସ ପାଇବ । ବିଭିନ୍ନ ସମୟରେ ନିର୍ବାଚନ ହେବାରୁ ପ୍ରଶାସନ କର୍ମଚାରୀମାନଙ୍କୁ ବାରମ୍ବାର ନିର୍ବାଚନୀ କାର୍ଯ୍ୟରେ ଲାଗିବାକୁ ପଡେ। ଏକ ଏକିକୃତ ନିର୍ବାଚନ କରିଲେ ଏହି ପ୍ରକ୍ରିୟା ସହଜ ହୋଇ ପ୍ରଶାସନୀକ ସାମର୍ଥ୍ୟରେ ବୃଦ୍ଧି ଆସିବ।

ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି ଆମା ଆଦମୀ ପାର୍ଟି, ଶିବସେନା ଉଦ୍ଧବ ଗୋଷ୍ଠୀ, ତୃଣମୂଳ କଂଗ୍ରେସ । ସେମାନଙ୍କ ମତରେ ଏକସଂଗରେ ନିର୍ବାଚନ କରାଯିବା ଅର୍ଥ ସଂସଦୀୟ ଗଣତନ୍ତ୍ରକୁ ଧ୍ବଂସ କରିବା । ପୂର୍ବରୁ ଏହି ପ୍ରସଙ୍ଗରେ ବିଭିନ୍ନ କ୍ଷେତ୍ରରୁ ମତାମତ ଚାହିଁଛି ଓ୍ବାନ ନେସନ ଓ୍ବାନ ଇଲେକସନ କମିଟି

ମେ ୧୯୯୯ରେ ଜଷ୍ଟିସ ବି.ପି. ଜୀବନ ରେଡ୍ଡୀଙ୍କ ନେତୃତ୍ବାଧୀନ ଲ କମିଶନ ନିଜର ୧୭୦ତମ ରିପୋର୍ଟରେ ଦର୍ଶାଇଥିଲେ- ଦେଶରେ ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯିବାର ଆବଶ୍ୟକତା ରହିଛି । ଦେଶରେ ଏକସଂଗରେ ନିର୍ବାଚନ ଲାଗି ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଏନେଇ ସ୍ପଷ୍ଟଭାବେ ୨୦୨୨ରେ କହିଥିଲେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଳ ଚନ୍ଦ୍ରା  ।୨୦୨୨ ଡିସେମ୍ବରରେ ଏକସଙ୍ଗରେ ନିର୍ବାଚନ ଲାଗି ମଧ୍ୟ ବିଭିନ୍ନ ଅଂଶୀଦାର ଯଥା ରାଜନୈତିକ ଦଳ, ନିର୍ବାଚନ କମିଶନ, ଅମଲାତନ୍ତ୍ର, ଶିକ୍ଷାବିତ, ବିଶେଷଜ୍ଞଙ୍କ ମତାମତ ଜାଣିବାକୁ ଚାହିଁଥିଲେ ଲ କମିଶନ । କେନ୍ଦ୍ର ସରକାର ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି ।

Tags: BJPINDIAModinews
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.