Thursday, May 15, 2025
No Result
View All Result
Odisha 365

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ସୁପ୍ରିମକୋର୍ଟଙ୍କ ଛାଟ କେଜରିଓ୍ବାଲଙ୍କ ଇସ୍ତଫା

Ramesh Parida by Ramesh Parida
Sep 18, 2024, 12:17 am GMT+0530
FacebookTwitterWhatsAppTelegram

ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜରିୱାଲ। ଆପଣ ଯଦି ଭାବୁଛନ୍ତି କେଜରିଓ୍ବାଲ ନୈତିକତାକୁ ନେଇ ଇସ୍ତଫା ଦେଇଛନ୍ତି ତେବେ ତାହା ଭୁଲ ହେବ । ତାଙ୍କୁ ସରକାରୀ କାମ କରିବାକୁ ବାରଣ କରାଯାଇଥିବାରୁ ଏବଂ ରାଷ୍ଟ୍ରପତି ଶାସନ ଭୟ ଥିବାରୁ ସେ ଇସ୍ତଫା ଦେଇ ଆତିଶୀଙ୍କୁ ଡମି ମୁଖ୍ୟମନ୍ତ୍ରୀ କରିଛନ୍ତି । ଏବେ ସେ ଯାହା ଚାହିଁବେ ତାହା ହେବ । ବାସ ତାଙ୍କ ଦସ୍ତଖତ ରହିବ ନାହିଁ ।

ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରୁଥିବା ବେଳେ ବିଜେପି ଏବଂ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛନ୍ତି  । ବିଜେପି କହିଛି କେଜରିଓ୍ବାଲ ଜାମିନରେ ଅଛନ୍ତି । ସେ ନିର୍ଦୋଷ ନୁହଁନ୍ତି । ଇସ୍ତଫାକୁ ନେଇ ସେ ଯାହା କହିବାକୁ ଚାହୁଁଛନ୍ତି ଲୋକ ତାହା ଭଲ ଭାବେ ଜାଣନ୍ତି ।  । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ସେ ଖୁବଶୀଘ୍ର ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି କରିବେ । ତେବ ଆତିଶୀ କିଏ ଆସନ୍ତୁ ଜାଣିବା

ଅତିଶି ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ସବୁଠୁ ଭରସା ଯୋଗ୍ୟ ମନ୍ତ୍ରୀ ଥିଲେ । ଯେତେବେଳେ କେଜରିଓ୍ବାଲଙ୍କ ଉପରକୁ କଥା ଆସେ ସେ ପ୍ରଥମେ ତାହାର ଉତ୍ତର ଦେଇଥାନ୍ତି । ସରକାରଙ୍କ ପକ୍ଷରୁ ଦଳ ପକ୍ଷରୁ ତାଙ୍କୁ ସାମନାକୁ ଅଣାଯାଇଥାଏ । କେଜରିଓ୍ବାଲଙ୍କ ସରକାରରେ ଶିକ୍ଷା, ମହିଳା ଏବଂ ଶିଶୁ କଲ୍ୟାଣ, ପିଡବ୍ଲ୍ୟୁଡି, ପର୍ଯ୍ୟଟନ ସମେତ ପାଞ୍ଚଟି ମନ୍ତ୍ରଣାଳୟ ପରିଚାଳନା କରୁଥିଲେ ଆତିଶୀ ।

ଆତିଶୀଙ୍କ ବାପା ମା ବାମପନ୍ଥୀ ଚିନ୍ତାଧାରାର । ଆତଙ୍କବାଦୀ ଆଫଜଲ ଗୁରୁଙ୍କ ଫାଶୀ ଦଣ୍ଡ ରୋକିବାକୁ ତାଙ୍କ ପିତାମାତା ଚିଠି ଲେଖିଥିଲେ । ରାଜନୀତିରେ ସେ ଅନେକ ଦିନରୁ ସକ୍ରିୟ ଥିଲେ ମଧ୍ୟ ତାଙ୍କୁ 2020 ରେ ପ୍ରଥମ ଥର ପାଇଁ କେଜରିଓ୍ବାଲ ଟିକେଟ ଦେଇଥିଲେ  । ସେ ପ୍ରଥମ ଥର  ବିଧାୟିକା ହୋଇଥିଲେ ମଧ୍ୟ ମନ୍ତ୍ରୀ ହୋଇନଥିଲେ । ଯେତେବେଳେ ମନିଷ ସିସୋଦିଆ ଜେଲ ଗଲେ ସେତେବେଳେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା ।  ତାଙ୍କର ପିତାମାତା ଉଭୟ କମ୍ୟୁନିଷ୍ଟ ଥିବାରୁ ତାଙ୍କୁ ବିଜେପି ବିରୋଧୀ ମତ ଦେବାରେ ସୁବିଧା ହେଉଥିଲା । ସିଏମ କେଜ୍ରିୱାଲଙ୍କ ଗିରଫ ପରେ ଅତିଶି ଆଗରେ ରହି ପ୍ରଶ୍ନ କରୁଥିଲେ ।

ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଦିଲ୍ଲୀର ସିଏମ କରିବା ପରେ ସେ ସମସ୍ତ କ୍ରେଡିଟ ଗୁରୁ କେଜରିଓ୍ବାଲଙ୍କୁ ଦେଇଛନ୍ତି । ତେବେ କେଜରିଓ୍ବାଲ ଜଡ଼ିତ ଥିବା  ମଦ ଦୁର୍ନୀତିରେ ତାଙ୍କ ନାମ କୁ ମଧ୍ୟ ସାମିଲ କରିଥିଲେ । ଦିଲ୍ଲୀର ମଦ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏପ୍ରିଲ 2024 ରେ କୋର୍ଟଙ୍କୁ କହିଥିଲେ ଯେ ସିଏମ କେଜ୍ରିୱାଲ ଅତିଶୀଙ୍କ ନାମ ନେଇଛନ୍ତି। ଇଡି କହିଛି ଯେ ପ୍ରଥମେ ଏହି ମାମଲାରେ ଅଭିଯୁକ୍ତ ବିଜୟ ନାୟାର ଏବଂ ପରେ ସରକାରୀ ସାକ୍ଷୀ ହୋଇ କେଜ୍ରିୱାଲଙ୍କୁ ନୁହେଁ ବରଂ ଆତିଶୀ ଏବଂ ସୈାରଭ ଭରଦ୍ୱାଜଙ୍କୁ ରିପୋର୍ଟ କରୁଥିଲେ। ନାୟାର ଏହି ମାମଲାରେ ଟଙ୍କା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଗୋଆରେ ଆମ୍ ଆଦମୀ ପାର୍ଟିର ଦାୟିତ୍ୱରେ ଥିଲେ ଆତିଶୀ । ଏଠାରେ ମଦ ସ୍କାମରୁ ସଂଗୃହୀତ ଟଙ୍କା ବ୍ୟବହାର କରାଯାଉଥିଲା। ଫେବୃଆରୀ 13, 2022 ରେ ଆତିଶି ମାର୍ଲେନା ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ଗୋଆ ନିର୍ବାଚନ ପାଇଁ ଦଳର ଦାୟିତ୍ୱରେ ଥିବା ବର୍ଣ୍ଣନା କରିଥିଲେ। ଗୋଆରେ ନିର୍ବାଚନ 14 ଫେବୃଆରୀ 2022 ରେ ଶେଷ ହୋଇଥିଲା, ଅର୍ଥାତ୍ ସେ ତଥାପି ଦାୟିତ୍ବରେ  ଥିଲେ। ତେଣୁ ବିବାଦ ତାଙ୍କ ପିଛା ଛାଡି ନାହିଁ । ସେ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ସିବିଆଇ ତାଙ୍କ ଉପରେ ନିଶ୍ଚୟ ଆଖି ରଖିବ । ତେବେ ଆଗକୁ କେତେ ଦିନ ସେ ଦାୟିତ୍ବରେ ରହୁଛନ୍ତି ତାହା ଦେଖିବା କଥା । କାରଣ ମୁଖ୍ୟମନ୍ତ୍ରୀ ପଦ ଛାଡି କେଜରିଓ୍ବାଲ ଅଧିକ ଦିନ ରହିନପାରନ୍ତି । ଏବେ କେଜରିଓ୍ବାଲଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଆଉ କଣ ସେ ଉତ୍ତର ରଖୁଛନ୍ତି ତାହା ଉପରେ ନିର୍ଭର କରୁଛି ଆପ ଭାଗ୍ୟ । ଆଗାମୀ ନିର୍ବାଚନରେ କେଜରିଓ୍ବାଲ ପ୍ରସଙ୍ଗ ନିଶ୍ଚୟ ଭୋଟ ଉପରେ ପ୍ରଭାବ ପକାଇବ । ତେବେ ଆପକୁ ଭୋଟରମାନେ କେତେ ଗ୍ରହଣ କରୁଛନ୍ତି ତାହା ସମୟ କହିବ । ନିର୍ବାଚନରେ ବିଜେପି, ଆପ, କଂଗ୍ରେସ ମଧ୍ୟରେ ଲଢ଼େଇ ହେବ  । ଦିଲ୍ଲୀରେ କିଏ ବାଜି ମାରିବ ତାହା କେବଳ ନିର୍ବାଚନ ସମୟ ପରେ ଜଣାପଡ଼ିବ ।

ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.