Saturday, May 10, 2025
No Result
View All Result
Odisha 365

Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

2.୨୫,୦୦୦ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ

Ramesh Parida by Ramesh Parida
Sep 12, 2024, 09:37 am GMT+0530
FacebookTwitterWhatsAppTelegram

ଯୋଗ୍ୟ ୨୫,୦୦୦ ସଂଯୋଗ ବିହୀନ ଜନବସତିକୁ ନୂତନ ସଂଯୋଗ ପ୍ରଦାନ ଏବଂ ନୂତନ ସଂଯୋଗୀକରଣ ରାସ୍ତାରେ ପୋଲ ନିର୍ମାଣ/ଉନ୍ନତିକରଣ ପାଇଁ ୬୨,୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ମୋଟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା ହେବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର “୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ (ପିଏମଜିଏସୱାଇ-୪)ର କାର୍ଯ୍ୟକାରିତା” ପ୍ରସ୍ତାବକୁ ଅନୁମୋଦନ ମିଳିଛି । . ଏହି ଯୋଜନା ଅଧୀନରେ ସଂଯୋଗ ବିହୀନ ଜନବସତିଗୁଡ଼ିକୁ ୬୨,୫୦୦ କିଲୋମିଟର ସବୁଦିନିଆ ରାସ୍ତା ଯୋଗାଇ ଦିଆଯିବ । ସବୁଦିନିଆ ରାସ୍ତାର ସଂଯୋଗ ପାଇଁ ଆବଶ୍ୟକ ପୋଲ ନିର୍ମାଣ ର ବ୍ୟବସ୍ଥା ମଧ୍ୟ କରାଯିବ ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ ୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପାଇଁ ଆରମ୍ଭ ହୋଇଛି । ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ ୪୯,୦୮୭.୫୦ କୋଟି ଟଙ୍କା ଏବଂ ରାଜ୍ୟର ଅଂଶ ୨୧,୦୩୭.୫୦ କୋଟି ଟଙ୍କା)।
. ଏହି ଯୋଜନା ଅଧୀନରେ ସମତଳ ଅଞ୍ଚଳରେ ୫୦୦+ ଜନସଂଖ୍ୟା, ଉତ୍ତର ପୂର୍ବ ଏବଂ ପାହାଡ଼ିଆ କେନ୍ଦ୍ରଶାସିତ ଅଞ୍ଚଳରେ ୫୦+, ସ୍ୱତନ୍ତ୍ର ବର୍ଗ ଅଞ୍ଚଳ (ଆଦିବାସୀ ଅନୁସୂଚୀ ପଞ୍ଚମ, ଆକାଂକ୍ଷୀ ଜିଲ୍ଲା/ବ୍ଲକ, ମରୁଭୂମି ଅଞ୍ଚଳ) ଏବଂ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲାମାନଙ୍କରେ ୧୦୦+ ଜନସଂଖ୍ୟା ଆକାରର ୫,୦୦୦ ସଂଯୋଗ ବିହୀନ ଜନବସତିକୁ ଅନ୍ତର୍ଭୁକ୍ତ କରାଯିବ।

ସଂଯୋଗ ବିହୀନ ୨୫,୦୦୦ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ।
ଦୁର୍ଗମ ଗ୍ରାମାଞ୍ଚଳର ଆବଶ୍ୟକ ସାମାଜିକ-ଅର୍ଥନୈତିକ ବିକାଶ ଓ ପରିବର୍ତନ ପାଇଁ ଏହି ସବୁଦିନିଆ ରାସ୍ତା ଉତପ୍ରେରକ ଭୂମିକା ଗ୍ରହଣ କରିବ। ଜନବସତିଗୁଡ଼ିକୁ ସଂଯୋଗ କରିବା ସମୟରେ ନିକଟସ୍ଥ ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ବଜାର, ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ଯଥାସମ୍ଭବ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ସବୁଦିନିଆ ରାସ୍ତା ସହିତ ସଂଯୋଗ କରାଯିବ।
ପିଏମଜିଏସୱାଇ -୪ ରେ ସଡକ ନିର୍ମାଣ ଅଧୀନରେ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ସର୍ବୋତ୍ତମ ଅଭ୍ୟାସ ଯଥା କୋଲ୍ଡ ମିକ୍ସ ଟେକ୍ନୋଲୋଜି ଏବଂ ୱେଷ୍ଟ ପ୍ଲାଷ୍ଟିକ, ପ୍ୟାନେଲେଡ୍ ସିମେଣ୍ଟ କଂକ୍ରିଟ, ସେଲ ଭର୍ତ୍ତି କଂକ୍ରିଟ, ଫୁଲ ଡେପଥ ରିକ୍ଲାମେସନ, ନିର୍ମାଣ ବର୍ଜ୍ୟବସ୍ତୁ ଏବଂ ଫ୍ଲାଇ ଆଶ୍, ଷ୍ଟିଲ ସ୍ଲାଗ୍ ଇତ୍ୟାଦିର ବ୍ୟବହାର ଅନ୍ତର୍ଭୁକ୍ତ ହେବ ।
ପିଏମଜିଏସୱାଇ -୪ ସଡ଼କ ନିର୍ମାଣ ଯୋଜନା ପିଏମ ଗତି ଶକ୍ତି ପୋର୍ଟାଲ ମାଧ୍ୟମରେ କରାଯିବ । ପିଏମ ଗତି ଶକ୍ତି ପୋର୍ଟାଲରେ ଯୋଜନା ଉପକରଣ ମଧ୍ୟ ଡିପିଆର ପ୍ରସ୍ତୁତିରେ ସାହାଯ୍ୟ କରିବ ।

Tags: newsodisha
ShareTweetSendShare

RelatedNews

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.