Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ମହିଳାଙ୍କ ଉପରେ ଅତ୍ୟାଚାରର ତୁରନ୍ତ ନ୍ୟାୟ ଆବଶ୍ୟକ

Ramesh Parida by Ramesh Parida
Aug 31, 2024, 02:32 pm GMT+0530
FacebookTwitterWhatsAppTelegram

ଆରଜି କର ମେଡଲିକାଲ୍‌ କଲେଜ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ହତ୍ୟା ମାମଲାକୁ ହାଲୁକା ଭାବେ ନେଇହେବ ନାହିଁ । ଏଭଳି ମାମଲାରେ ତୁରନ୍ତ ନ୍ୟାୟ ଆବଶ୍ୟକ । ମହିଳାଙ୍କ ଉପରେ ଅପରାଧ ଅକ୍ଷମଣୀୟ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ମୋଦି କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ତୁରନ୍ତ ନ୍ୟାୟର ଆବଶ୍ୟକତା ରହିଥିବା ସେ ଅନେକ ଥର କହିଛନ୍ତି। ମୋଦୀ ଦର୍ଶାଇଛନ୍ତି ଯେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ। ଏବଂ ଏହାର ସମାଧାନ ଜରୁରୀ । “ଦେଶରେ ଅନେକ ଆଇନ ଅଛି ଯାହା ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ସମାଧାନ କରିଥାଏ। ତେବେ ମାମଲାର ବିଚାର ତୁରନ୍ତ ହେବା ଆବଶ୍ୟକ । ଅପରାଧୀଙ୍କୁ ଦଣ୍ଡ ମିଳିବା ମଧ୍ୟ ଆବଶ୍ୟକ ।  ୨୦୧୯ ମସିହାରେ ଫାଷ୍ଟ-ଟ୍ରାକ କୋର୍ଟ ଆଇନ ପ୍ରଣୟନ କରାଯାଇଥିଲା, ଯାହା ଅଧୀନରେ ସାକ୍ଷୀ ସଂରକ୍ଷଣ କେନ୍ଦ୍ର ଗଠନ କରାଯାଇଥିଲା। ଏଥିରେ ଜିଲ୍ଲା ମନିଟରିଂ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି କମିଟିଗୁଡିକ ଆହୁରି ଦୃଢ଼ କରିବାକୁ ପଡ଼ିବ। ମହିଳାଙ୍କ ସୁରକ୍ଷା ସହ ଜଡ଼ିତ ମାମଲାରେ ତୁରନ୍ତ ରାୟ ପ୍ରଦାନ କରିବାକୁ ତାଙ୍କ ସରକାର ଅନେକ ପଦକ୍ଷେପ ନେଇଥିବା କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦୀ ।

ସେପଟେ ଆରଜି କର ମେଡିକାଲ୍‌ କଲେଜ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିର ଜବାବ ଦେଇଛନ୍ତି କେନ୍ଦ୍ର ସରକାର।  ଚିଠିର ଜବାବ ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ହତ୍ୟା ମାମଲାର ବିଳମ୍ବକୁ ଘୋଡ଼ାଇବା ପାଇଁ ଏହା ଏକ ଦିଦିଙ୍କ ପ୍ରୟାସ। ମମତା ତାଙ୍କ ଚିଠିରେ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ କଠୋର କେନ୍ଦ୍ରୀୟ ଆଇନ ଏବଂ ଆଦର୍ଶ ଦଣ୍ଡ ମାଗିଛନ୍ତି। କେନ୍ଦ୍ର ସରକାର ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟଙ୍କ ଏହି ଚିଠିକୁ ନିନ୍ଦା କରିଛନ୍ତି। ନ୍ୟାୟ ସେତେବେଳେ ମିଳିବ ଯେତେବେଳେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିବେ । ତଦନ୍ତ କରିବେ । କିନ୍ତୁ ଏକ୍ଷେତ୍ରରେ ମମତାଙ୍କ ସରକାର ତାହା କରିନାହାଁନ୍ତି ।

ଅନ୍ନପୂର୍ଣ୍ଣ ଦେବୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଚିଠିର ଉତ୍ତର ଦେଇ ଲେଖିଛନ୍ତି, ‘‘ମହିଳା, ଶିଶୁଙ୍କ ଉପରେ ଯୌନ ନିର୍ଯାତନା ମାମଲାର ବିଶେଷ ମୁକାବିଲା ପାଇଁ ବଙ୍ଗଳା ସରକାର ଅତିରିକ୍ତ ୧୧ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ଏଫଟିଏସସି) କାର୍ଯ୍ୟକାରୀ କରିନାହାଁନ୍ତି। ଏଫଟିଏସସି ଗଠନ କରିବାରେ ଯେଉଁ ବିଳମ୍ବ କରାଯାଇଛି ତାହାର ଉତ୍ତର ମମତାଙ୍କ ଦେବା ଆବଶ୍ୟକ ।

Tags: BJPINDIAModinews
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.