Wednesday, May 14, 2025
No Result
View All Result
Odisha 365

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ମମତାଙ୍କୁ ଉତ୍ତର ଦେଲା ବିଜେପି : ପଶ୍ଚିମବଙ୍ଗରେ ପୋସ୍କୋ କୋର୍ଟ, ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ହୋଇନି କାହିଁକି ?

Ramesh Parida by Ramesh Parida
Aug 27, 2024, 03:31 pm GMT+0530
FacebookTwitterWhatsAppTelegram

ନୂଆଦିଲ୍ଲୀ: ମମତାଙ୍କୁ କଡା ଯବାବ ଦେଇଛି କେନ୍ଦ୍ର । ରାଜ୍ୟରେ ମହିଳାଙ୍କୁ ନ୍ୟାୟ ଦେବାରେ ଦିଦି ଫେଲ ହୋଇଥିବା କହିଛି କେନ୍ଦ୍ର ସରକାର । ମହିଳାଙ୍କୁ ସୁରକ୍ଷା ଓ ନିରାପତା ଯୋଗାଇବା ପାଇଁ ରାଜ୍ୟ ସରକାର ଚାହୁଁନଥିବା କେନ୍ଦ୍ର ପକ୍ଷରୁ କୁହାଯାିଇଛି ।  କୋଲକାତାରେ ୩୧ ବର୍ଷୀୟ ମହିଳା ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ କଠୋର ଆଇନ ଆଣିବାକୁ ଚିଠି ଲେଖିଥିଲେ ଦିଦି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ନିମନ୍ତେ ପରାମର୍ଶଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ତେବେ କେନ୍ଦ୍ର ସରକାର ଏହି ଚିଠିର ଜବାବ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮ ହଜାର ୬୦୦ ଦୁଷ୍କର୍ମ ଓ ପୋକ୍‌ସୋ ମାମଲା ପଡ଼ିରହିଛି, ଏହା ସତ୍ତ୍ବେ ପଶ୍ଚିମବଙ୍ଗ ସରକାର ବଳକା ୧୧ଟି ଫାଷ୍ଟଟ୍ରାକ୍‌ କୋର୍ଟ ଆରମ୍ଭ କରିନାହିଁ। ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା ମହିଳା ସହାୟତା ଟୋଲ୍‌ ଫ୍ରି ନମ୍ବର ଆରମ୍ଭ ହୋଇନାହିଁ। ଏଣୁ ପଶ୍ଚିମବଙ୍ଗ ସରକାର ମହିଳାଙ୍କ ପ୍ରତି ହେଉଥିବା ଅବିଚାର ଦୂରୀକରଣ ନିମନ୍ତେ ଚେଷ୍ଟା କରୁ। କେନ୍ଦ୍ର ସରକାର ଯେଉଁ ଅର୍ଥ ଅନୁଦାନ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସରକାର କହିବା କଥା ରାଜ୍ୟ ସରକାର ଠିକରେ କାର୍ଯ୍ୟ କରୁନାହାଁନ୍ତି । ଅପରାଧିମାନଙ୍କୁ ଦଣ୍ଡ ଦିଆଯାଉନଥିବାରୁ ସେମାନେ ବାରମ୍ବାର ଅପରାଧ ଘଟାଉଛନ୍ତି ।  ଜବାବରେ ପଶ୍ଚିମବଙ୍ଗ ସରକାରଙ୍କ ଖାମଖିଆଲ ନୀତିକୁ କଠୋର ସମାଲୋଚନା କରାଯାଇଛି। ମମତାଙ୍କ ଚିଠିର ପ୍ରତ୍ୟୁତ୍ତର ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଗତମାସରେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତାରେ ମହିଳାଙ୍କ ବିରୋଧରେ ଅପରାଧ ନିମନ୍ତେ କଠୋର ଦଣ୍ଡର ବିଧାନ ରହିଛି।ତାହାକୁ କାର୍ଯ୍ୟକାରୀ କରିବା କଥା ।  ଅକ୍ଟୋବର ୨୦୧୯ରେ କେନ୍ଦ୍ରୀୟ ଅନୁଦାନରେ ଦେଶରେ ୩୦ ଜୁନ୍‌ ୨୦୨୪ ସୁଦ୍ଧା  ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୦୯ଟି ପୋକ୍‌ସୋ କୋର୍ଟ ସହ ୭୫୨ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୫୩ହଜାର ମାମଲାର ରାୟ ପ୍ରକାଶ ପାଇଛି। କିନ୍ତୁ ରାଜ୍ୟ ସରକାର ଏସବୁକୁ ତଦାରଖ କରିବା ଆବଶ୍ୟକ । ପୋଲିସ ଯଦି କାମ ନକରିବ ତେବେ ଲୋକଙ୍କୁ ନ୍ୟାୟ ମିଳିବ ନାହିଁ । ପଶ୍ଚିମବଙ୍ଗକୁ ୨୦ଟି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ସହ ୧୨୩ଟି ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ପାଇଁ କେନ୍ଦ୍ରୀୟ ଅନୁମତି ମିଳିଥିଲା। ଜୁନ୍‌ ୨୦୨୩ ସୁଦ୍ଧା ଏହା ମଧ୍ୟରୁ ଗୋଟିଏ ମଧ୍ୟ କୋର୍ଟ କାର୍ଯ୍ୟକ୍ଷମ ହୋଇନାହିଁ। ଏଥିପାଇଁ  ମମତା ସରକାର ଦାୟୀ  । ଏହାପରେ ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟହୋଇଥିଲା ଓ ୮ ଜୁନ୍‌ ୨୦୨୩ରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପଶ୍ଚିମବଙ୍ଗ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲା। ପ୍ରତିଶ୍ରୁତି ଅନୁସାରେ ୧୭ଟି ଫାଷ୍ଟଟ୍ରାକ୍‌ କୋର୍ଟ କାର୍ଯ୍ୟକ୍ଷମ କରିବା ଧାର୍ଯ୍ୟ ହୋଇଥିଲା, କିନ୍ତୁ ୩୦ ଜୁନ୍‌ ୨୦୨୪ ସୁଦ୍ଧା କେବଳ ୬ଟି ପୋକ୍‌ସୋ କୋର୍ଟ କାର୍ଯ୍ୟକ୍ଷମ ହୋଇଛି।

ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.