Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ଉପରେ ଅନୁପ୍ରବେଶ ବଢାଇଚାଲିଛି ମନୁଷ୍ୟ

Ramesh Parida by Ramesh Parida
Aug 27, 2024, 09:57 am GMT+0530
FacebookTwitterWhatsAppTelegram

ମନୁଷ୍ୟ ନିଜର ଆବଶ୍ୟକତା ମେଣ୍ଟାଇବା ଲାଗି ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ଉପରେ ଅନୁପ୍ରବେଶ ବଢାଇଚାଲିଛି । ଏହି ଧାରା ଏପରି ଦ୍ରୁତ ଗତିରେ ଜାରି ରହିଛି ଯେ  ଆଗାମୀ 50 ବର୍ଷ ଭିତରେ ପୃଥୀବୀର ମୋଟ ସ୍ଥଳଭାଗର ଅଧାଅଧି ସ୍ଥାନରେ ଜନବସତି ଗଢି ଉଠିଥିବା ଏହା ଦ୍ବାରା ପରିବେଶ ସନ୍ତୁଳନ ବିଗିଡ଼ିଯିବା ସହ ମନୁଷ୍ୟ ପ୍ରାଣୀ ଲଢେଇ ସମେତ ବିଭିନ୍ନ ସଂକ୍ରାମକ ରୋଗର ଆଶଙ୍କା ମଧ୍ୟ ଆହୁରି ବଢିଯିବ ବୋଲି ଆମେରିକାର ମିଚିଗାନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି ।

ଏହି ଗବେଶକମମାନଙ୍କ ଏକ ଆକଳନ ଅନୁଯାୟୀ ଜନସଂଖ୍ୟା ଯେଉଁ ହାରରେ ବଢିଚାଲିଛି 2070 ମସିହା ସୁଦ୍ଧା ପୃଥିବୀର 57 ପ୍ରତିଶତ ସ୍ଥାନରେ ମନୁଷ୍ୟ ବନ୍ୟପ୍ରାଣୀ ବସତି ଅଞ୍ଚଳରେ ପ୍ରଭାବ ବିସ୍ତାର କରିବା ବର୍ତମାନ ଏପରି ଅନେକ ଜଙ୍ଗଲ ରହିଛି, ଯେଉଁଠି ମନୁଷ୍ୟର ପ୍ରବେଶ ହୋଇନାହିଁ । ମାତ୍ର ଭବିଷ୍ୟତରେ ସେସବୁ ଜଙ୍ଗଲରେ ମଧ୍ୟ ମନୁଷ୍ୟର ଉପସ୍ଥିତି ବୃଦ୍ଧି ପାଇବା ସାଙ୍ଗକୁ ତାହାର କାର୍ଯ୍ୟକଳାପ ଓ ବନ୍ୟଜନ୍ତୁଙ୍କ ସହ ମୁକାବିଲା  ବଢିଯିବା ଦୀର୍ଘ କାଳ ହେଲା ସର୍ବତ୍ର ମନୁଷ୍ୟର  ଉପସ୍ଥିତି ବଢିଚାଲିବା ସହ ତାହାର ନକାରାତ୍ମକ ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଆସିଛି। ଏହାର ଚାପ ବିଭିନ୍ନ ଜୀବଜନ୍ତୁ ପ୍ରଜାତିଙ୍କ ଉପରେ ପଡ଼ିବା ସହ ପରିଣତି  ସ୍ବରୂପ ଜୈବ ବିବିଧତାରେ ସଂକଟ ଦେଖାଦେଇ ଚାଲିଛି । ଉଭୟ ମଣିଷ ଓ ଜୀବଜନ୍ତୁ ସମାନ ସ୍ଥାନରେ ନିଜର  ବର୍ଦ୍ଧିତ ଉପସ୍ଥିତି ଜାହିର କରିବା ଯୋଗୁଁ ବନ୍ୟଜନ୍ତୁମାନେ ଚାଷ ହୋଇଥିବା ଫସଲ ଓ ପଶୁପକ୍ଷୀ ଖାଇଯାଉଛନ୍ତି । ମନୁଷ୍ୟ ମଧ୍ୟ ଜୀବଜନ୍ତୁଙ୍କୁ ମାରିଚାଲିଛି । ଫଳରେ ଜୈବ ବିବିଧତାରେ ସନ୍ତୁଳନ ନଷ୍ଟ ହେଉଛି ।  ଏହା ଅନେକ ଦୁଃସାଧ୍ୟ ରୋଗର ସଂକ୍ରମଣକୁ ମଧ୍ୟ ସୁଗମ କରିଦେଇଛି । କାରଣ ମନୁଷ୍ୟଠାରେ ଦେଖା ଦେଉଥିବା 75 ପ୍ରତିଶତ ରୋଗ ହେଉଛି ଜନ୍ତୁବାହିତ ,  ଅର୍ଥାତ୍‌  ସେଗୁଡ଼ିକ ଜୀବଜନ୍ତୁଙ୍କ ଠାରୁ ସହଜରେ ମନୁଷ୍ୟ ଶରୀରକୁ ସ୍ଥାନାନ୍ତରିତ ହୋଇଥାଏ । କୋଭିଡ଼ 19 ସମେତ ଏମପକ୍ସ , ବାର୍ଡ଼ ଫ୍ଳୁ, ସ୍ବାଇନ ପ୍ଲୁ ଆଦି ରୋଗ ତାହାର ଉଦାହାରଣ ବିଶେଷ କରି ଭାରତ ଓ ଚୀନ ପରି ଜନବହୁଳ ରାଷ୍ଟ୍ରରେ ମନୁଷ୍ୟ ଓ ଜନ୍ତୁବସତି ମଧ୍ୟରେ ପାରସ୍ପରିକ ଅତିକ୍ରମଣ ଅଧିକ ଦେଖାଯାଉଛି । ସେହିପରି ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଚାଷଜମି ଓ ଜଙ୍ଗଲଜମି ମଧ୍ୟରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହେଉଛି । ଅପରପକ୍ଷେ ୟୁରୋପରେ 20 ପ୍ରତିଶତରୁ  ଅଧିକ ସ୍ଥାନରେ ମନୁଷ୍ୟ ପ୍ରାଣୀ ଅତିକ୍ରମରେ ହ୍ରାସ ଘଟୁଥିବା ଜାଣିବାକୁ ମିଳିଛି । ତେବେ ମନୁଷ୍ୟ ପ୍ରାଣୀ ଲଢେଇକୁ ହ୍ରାସ କରିବା ଲାଗି ବେଳହୁଁ ପଦେକ୍ଷପ ନେବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି । ସେଥିପାଇଁ କି ପ୍ରକାର ପ୍ରଜାତିର ଜନ୍ତୁଙ୍କ ସହ ମନୁଷ୍ୟର କି ପ୍ରକାର ପ୍ରତିକ୍ରିୟା ରହୁଛି ଏବଂ ତାହା କି ପ୍ରକାର ପରିଣତ ସୃଷ୍ଟି କରୁଛି ତାହା ଅନୁଧ୍ୟାନ କରିବାର ବେଳ ଆସିଛି ବୋଲି କୁହାଯାଇଛି ।

Tags: INDIAnewsodisha
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.