Saturday, May 10, 2025
No Result
View All Result
Odisha 365

Latest News

ବାଲାଷ୍ଟିକ୍ ମିସାଇଲକୁ ଖସାଇଦେଲେ ଭାରତୀୟ ସେନା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ମାୟାବତୀଙ୍କ ବିରୋଧରେ ମନ୍ତବ୍ୟ ମାମଲା ଦାଏର କରିବାକୁ ଦାବି କଲେ ଅଖିଳେଶ

Ramesh Parida by Ramesh Parida
Aug 24, 2024, 05:27 pm GMT+0530
FacebookTwitterWhatsAppTelegram

ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ବିଜେପି ବିଧାୟକଙ୍କ ମନ୍ତବ୍ୟ ସମ୍ପର୍କରେ ଏସପି ଅଖିଳେଶ ଯାଦବ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ଉତ୍ତପ୍ରଦେଶର ଜଣେ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଉତ୍ତରପ୍ରଦେଶର ଜଣେ ବିଧାୟକ କହିଥିବା ଅଶ୍ଳୀଳ ଶଦ୍ଦ ଦର୍ଶାଉଛି ଯେ ବିଜେପି ଲୋକଙ୍କ ମନରେ ମହିଳା ତଥା ବିଶେଷକରି ବଞ୍ଚିତ ତଥା ଶୋଷିତ ସମାଜରୁ ଆସୁଥିବା ଲୋକଙ୍କ ପାଇଁ କେତେ ତିକ୍ତତା ଭରି ରହିଛି ।

ରାଜନୀତିରେ ଭିନ୍ନ ଭିନ୍ନ ସ୍ଥାନ ରହିଛି କିନ୍ତୁ ଜଣେ ମହିଳା ଭାବରେ ତାଙ୍କର ସମ୍ମାନ ପ୍ରତି ଆଞ୍ଚ ଆଣିବାର ଅଧିକାର କାହାର ନାହିଁ  ।  ବିଜେପି କହୁଛି ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଏକ ଭୂଲ କରିଛୁ । ଏହା ମଧ୍ୟ ଗଣତାନ୍ତ୍ରିକ ଦେଶରେ ଜତମତକୁ ଅପମାନିତ କରିବା ଏବଂ ବିନା ପ୍ରମାଣ ଆଧାରରେ ଅଭିଯୋଗ କରିବା ଯେ ମାୟାବତୀ ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଅଟନ୍ତି । ସର୍ବସାଧାରଣରେ ଦିଆଯାଇଥିବା  ଏହି ମନ୍ତବ୍ୟ ପାଇଁ ବିଜେପି ବିଧାୟକଙ୍କ ବିରୋଧରେ ମାନହାନୀ ମାମଲା ଦାଏର ହେବା ଉଚିତ ବୋଲି ଅଖିଳେଶ କହିଛନ୍ତି ।

ଏହିପରି ବିଧରୟକଙ୍କ ପୃଷ୍ଠପୋଷକତା କରି ବିଜେପି ମହିଳାଙ୍କ ସମ୍ମାନ ପ୍ରତି ଗଭୀର ଭାବେ କ୍ଷତି ପହଞ୍ଚାଉଛି । ଯଦି ବିଜେପି ତୁରନ୍ତ ଏଭଳି ଲୋକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଏହା ଗ୍ରହଣ କରାଯିବ  । ଯେ କୌଣସି ଜଣେ ବିଧାୟକଙ୍କ ବ୍ୟକ୍ତିଗତ ମତ ନୁହିଁ ବରଂ ସମଗ୍ର ବିଜେପିର ମତ । ବିଜେପି ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନେଇ ଅଖିଳେଶ ଯାଦବ ଆପତ୍ତି ଉଠାଇଛନ୍ତି ।

ଏହା ଉପରେ ମାୟାବତୀ ଏକ୍ସରେ ମନ୍ତବ୍ୟ ଦେଇ ଅଖିଳେଶ ଯାଦବଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ବିଏସପି ମୁଖିଆଙ୍କ ମିଥ୍ୟା ଅଭିଯୋଗ ଉପରେ ମଥୁରାରୁ ଜଣେ ବିଜେପି ବିଧାୟକଙ୍କୁ ଜବାବ ଦେଇ ବିଏସପି ମୁଖିଆଙ୍କ ସତ୍ୟତାକୁ ସ୍ବୀକାର କରିଥିବାରୁ ଦଳ ଏସପି ମୁଖିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ବିଜେପି ବିଧାୟକଙ୍କୁ ବୋଧେ ଦଳରେ କେହି ପଚାରୁ ନାହାନ୍ତି । ତେଣୁ ସେ ବିଏସପି ମୁଖିଆଙ୍କ ବିଷୟରେ ଅଶ୍ଳୀଳ ଭାଷଣ ଦେଇ ଲାଇମ ଲାଇଟକୁ ଆସିବାକୁ ଚାହୁଁଛନ୍ତି ।ଯାହା ଦୁର୍ଭାଗ୍ୟଜନକ ।

ତାଙ୍କ ବିରୋଧରେ ବିଜେପି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯଦି ସେ ମାନସିକସ୍ତରରେ ଅସୁସ୍ଥ ତେବେ ତାଙ୍କର ଚିକିତ୍ସା  କରାଯିବା ଆବଶ୍ୟକ ଅନ୍ୟଥା । ଏହା ପଛରେ ବିଜେପିର କିଛି ଷଡ଼ଯନ୍ତ୍ର ଅଛି ବୋଲି କହିବା ଭୁଲ ହେବ ନାହିଁ । ମାୟାବତୀ କହିଛନ୍ତି ଯଦି ବିଜେପି ଏହାର ବିଧାୟକ ଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତା ହେଲେ ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ତଥା ବର୍ତମାନର 10 ଟି ଉପନିର୍ବାଚନରେ ଲୋକମାନେ ଏହାର ଜବାବ ବିଜେପିକୁ ଦେବେ ।

Tags: newsodisha
ShareTweetSendShare

RelatedNews

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ବାଲାଷ୍ଟିକ୍ ମିସାଇଲକୁ ଖସାଇଦେଲେ ଭାରତୀୟ ସେନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ବାଲାଷ୍ଟିକ୍ ମିସାଇଲକୁ ଖସାଇଦେଲେ ଭାରତୀୟ ସେନା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.