Sunday, May 18, 2025
No Result
View All Result
Odisha 365

Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ୱାକଫ ବୋର୍ଡ’, ସଂଶୋଧନ ବିଲରେ କଣ ରହିଛି: କାହିଁକି ହେଉଛି ବିରୋଧ

'Waqf board captured by mafia': Centre counters Opposition

Ramesh Parida by Ramesh Parida
Aug 8, 2024, 07:57 pm GMT+0530
FacebookTwitterWhatsAppTelegram

ଭାରତରେ ଯେକୈାଣସି ସଂପତ୍ତିକୁ ୱାକଫ ସମ୍ପତ୍ତି ବୋଲି ଘୋଷଣା କରିବା ଏବେ ସହଜ ହେବନାହିଁ । କାରଣ ୱାକଫ ବୋର୍ଡର କ୍ଷମତା ହ୍ରାସ କରିବାକୁ କେନ୍ଦ୍ର ସରକାର  ଲୋକସଭାରେ ୱାକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି।  ବିରୋଧୀ ସାଂସଦମାନେ ଏହାକୁ ବିରୋଧ କରି ଏହାକୁ ଅସାମ୍ବିଧାନିକ ଏବଂ ‘ଡ୍ରାକୋନିୟନ୍’ ବୋଲି କହିଛନ୍ତି। ତେବେ ମୋଦି ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଛନ୍ତି । ଗୃହରେ କିରେନ ରିଜିଜୁ ଏହି ବିଲ୍ ଆଗତ କରିବା ପରେ ଶାସକ ଏନଡିଏ ସହଯୋଗୀ ଦଳର ସଦସ୍ୟମାନେ ଏହାକୁ ସ୍ୱାଗତ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଏହା ମୁସଲମାନ ବିରୋଧୀ କହି ବିରୋଧ କରିଥିଲେ। କଂଗ୍ରେସ ନେତା କେସି ବେନୁଗୋପାଲ କହିଛନ୍ତି ଯେ ଏହି ବିଲ୍ ସମ୍ବିଧାନ ଉପରେ ମୈାଳିକ । ସେ ଅଭିଯୋଗ କରିଛନ୍ତି ଯେ ଏହି ବିଲ୍ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ ବିଭାଜନ ଏବଂ ଘୃଣା ସୃଷ୍ଟି କରିବ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଏକ ଐତିହାସିକ ପଦକ୍ଷେପ ବୋଲି ବିଜେପିର ସହଯୋଗୀ ଜେଡିୟୁ ପକ୍ଷରୁ କୁହାଯାଇଛି ।  ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଉପସ୍ଥାପିତ କରିଥିଲେ ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏବଂ ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓୱେସିଙ୍କ ଦଳ ଏହି ବିଲ୍ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି। ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବା ବିରୋଧୀ କହିଛନ୍ତି। ଏଥିସହ ୱାକଫ ସମ୍ପତ୍ତି ଜବତ ଏବଂ ଏହି ବିଲ୍ ମୁସଲମାନଙ୍କର ଶତ୍ରୁ ବୋଲି ଓୱେସି କହିଛନ୍ତ।

ପୁରୁଣା ନିୟମରେ ଥିବା ପ୍ରାୟ 40ଟି ପରିବର୍ତ୍ତନ ପାଇଁ ଦାବି ଉପସ୍ଥାପିତ ହୋଇଛି। 1995 ଏବଂ 2013ର ୱାକଫ୍ ନିୟମରେ ସଂଶୋଧନ କରାଯିବ। ଏହି ବିଲରେ 1995ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995 ରଖାଯିବ। 1995 ଏବଂ 2013 ର ଆଇନ ସତ୍ତ୍ୱେ ରାଜ୍ୟ ୱାକଫ ବୋର୍ଡର କାର୍ଯ୍ୟରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନାହିଁ ଏବଂ ୱାକଫ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତାର ଅଭାବ ରହିଛି। ତେଣୁ ସଂଶୋଧନ ମାଧ୍ୟମରେ ଏସବୁର ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି।

କଂଗ୍ରେସ ସହ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏବଂ ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓୱେସି , ଇଣ୍ଡିଆ ମେଂଟ  ଏହି ବିଲ୍ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି। ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବା ବିରୋଧୀ କହିଛନ୍ତି। ଏଥିସହ ୱାକଫ ସମ୍ପତ୍ତି ଜବତ ଏବଂ ଏହି ବିଲ୍ ମୁସଲମାନଙ୍କର ଶତ୍ରୁ ବୋଲି ଓୱେସି କହିଛନ୍ତ।

ଏହାର ଜବାବ ଦେଇ ରିଜିଜୁ କହିଛନ୍ତି, “ବିରୋଧୀ ଭୋଟ୍ ବ୍ୟାଙ୍କ ପାଇଁ ଏହି ସଂଶୋଧନକୁ ବିରୋଧ କରୁଛନ୍ତି। ୱାକଫର ଭିତ୍ତିଭୂମି ଠିକ୍ ନଥିଲା, ୱାକଫ ବୋର୍ଡ ବର୍ତ୍ତମାନ ମାଫିଆଙ୍କ ଅଧୀନରେ ରହିଛି। ତେଣୁ ଏଥିରେ ସଂଶୋଧନ ଅଣାଯିବା ନିହାତି ଆବଶ୍ୟକ। ଏହା କୌଣସି ଧାର୍ମିକ ଅନୁଷ୍ଠାନର ସ୍ୱାଧୀନତାରେ ହସ୍ତକ୍ଷେପ କରିବ ନାହିଁ, ବରଂ ଅଧିକାର ଦେବ।”

Tags: BJPINDIALok SabhanewsWaqf billWaqf bill introduced
ShareTweetSendShare

RelatedNews

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ
Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ
ଜାତୀୟ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
Latest News

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

Latest News

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.