Thursday, May 15, 2025
No Result
View All Result
Odisha 365

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜୀବନଶ yle ଳୀ

ଓଜନ କମାଇବାକୁ ଚାହୁଁଛନ୍ତି କି?

param by param
Jul 25, 2024, 03:17 pm GMT+0530
FacebookTwitterWhatsAppTelegram

ଓଜନ କମାଇବା ପାଇଁ ପ୍ରଥମେ ଆପଣଙ୍କ ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ । ଠିକ ସମୟରେ ଖାଦ୍ୟ ଖାଇବା ସହ ଏଣୁ ତେଣୁ ଖାଦ୍ୟ ବର୍ଜନୀୟ ।  ସୁସ୍ଥ ଭୋଜନ ପ୍ରଣାଳୀ ସହ  ଦିନକେ ତିନିଥର ଖାଦ୍ୟ ଓ ଦୁଇଥର ହାଲୁକା ଖାଦ୍ୟ ଗ୍ରହଣ କରନ୍ତୁ। ଡାଏଟ୍‌ରେ ପରିପୂର୍ଣ୍ଣ ପୋଷକ ଦ୍ରବ୍ୟ ଯଥା ପ୍ରୋଟିନ୍, ଫାଇବର୍ ଓ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ।  ଅଧିକ କେଲୋରି ଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ, ଯଥା ଚିନି ଓ ତେଲ ଯୁକ୍ତ ଖାଦ୍ୟଗୁଡିକ କମ କରନ୍ତୁ ।
ଦିନକୁ 8-10 ଗ୍ଲାସ୍ ପାଣି ପିଅନ୍ତୁ, କାରଣ ଜଳ ଦେହର ମଇଳା ଶୋଧନରେ ସାହାଯ୍ୟ କରେ ଓ ତୃଷ୍ଣା ଦୁର କରି ଓଜନ କମାଇବାକୁ ସହଯୋଗ କରେ।  ନିୟମିତ ବ୍ୟାୟାମ କରନ୍ତୁ । ସକାଳୁ ଦୌଡ଼ନ୍ତୁ, ସାଇକ୍ଲିଂ, ବକ୍ସିଂ ଇତ୍ୟାଦି କରନ୍ତୁ ।
ଯୋଗ ଓ ଧ୍ୟାନ କରନ୍ତୁ ।  ବ୍ୟାୟାମକୁ ଅଧିକ କରିବା ଦ୍ବାରା ଶରୀରକୁ ସକ୍ରିୟ ଭାବେ ହାଲୁକା କରିବାରେ ସାହାଯ୍ୟ କରେ।
ରାତିରେ 7-8 ଘଣ୍ଟା ବିଶ୍ରମ ନିଅନ୍ତୁ ।  ଆପଣଙ୍କ ଦୈନିକ କାର୍ଯ୍ୟକଳାପର ସଠିକ ବ୍ୟବସ୍ଥା କରନ୍ତୁ, ଚିନ୍ତା କମାଇବା ପାଇଁ ନିୟମିତ ଧ୍ୟାନ, ଶ୍ୱାସ ପ୍ରଶିକ୍ଷଣ, ବା ଅନ୍ୟାନ୍ୟ ଶାନ୍ତିପୂର୍ଣ୍ଣ କାର୍ଯ୍ୟକଳାପ ଅନୁସରଣ କରନ୍ତୁ।

ବିଶେଷକରି, କିଛି ଦିନ ପାଇଁ ଚିନି ଖାଇବା କମ୍‌ କରନ୍ତୁ କିମ୍ବା ଏହାକୁ ସଂପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି କମ୍‌ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କ ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଚିନିରେ ଅଧିକ କ୍ୟାଲୋରୀ ଥାଏ। ମିଠା କମ ଖାଇଲେ ଶରୀରିର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ।

ସୋଡା, କୋଲ୍ଡ ଡ୍ରିଙ୍କ୍ସ, ମିଠା ସ୍ନାକ୍ସ ଏବଂ ଅନ୍ୟାନ୍ୟ ଥଣ୍ତା ପାନୀୟଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟାନ୍ୟ ମିଠାକୁ ଖାଦ୍ୟରେ କମ୍‌ ସାମିଲ କରନ୍ତୁ।

ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ, ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ।

Tags: healthLifestyle
ShareTweetSendShare

RelatedNews

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା
Latest News

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ
ଜୀବନଶ yle ଳୀ

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ
ଜୀବନଶ yle ଳୀ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?
ଜୀବନଶ yle ଳୀ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?

ହାଡକୁ ମଜବୁତ କରେ ଖଜୁର
ଜୀବନଶ yle ଳୀ

ହାଡକୁ ମଜବୁତ କରେ ଖଜୁର

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.