ସପ୍ତଦଶ
ବିଧାନସଭାରେ ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ 22 ତାରିଖ ସୋମବାର ଠାରୁ ଆରମ୍ଭ ହେଉଛି । ତେଣୁ
ସେହିଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଲୋକଙ୍କ ଅବଗତି
ନିମେନ୍ତ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।