ମୋ ବସର ନାମବଦଳି ହୋଇପାରେ ଆମ ବସ ।
ଆବଶ୍ୟକ ପଡ଼ିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗରଉନ୍ନୟନ ମନ୍ତ୍ରୀ
କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ମୋ ର ଅର୍ଥ
ହେଉଛିଅହଂ ଭାବ ତେଣୁ ଆମେ ହେଲେ ଭଲ
ହେବ । ମୋ ବସ ସେବା ଲୋକଙ୍କୁ ସୁବିଧା ଯେଗାଉଥିବା ବେଳେ ଏହାଚାଲୁ ରହିବ । ଆବଶ୍ୟକ ପଡ଼ିଲେ
ବସ ସଂଖ୍ୟା ବଢାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଆଗକୁପ୍ରଧାନମନ୍ତ୍ରୀ ଇ ବସ
ଯୋଜନାରେ ଓଡ଼ିଶାକୁ 400 ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ବର ,
କଟକସମେତ ରାଜ୍ୟର ଅନ୍ୟାନ୍ୟ
ସ୍ଥାନରେ ମଧ୍ୟ ଏହି ବସ ଚଳାଚଳ କରିବା ଆଜି ସକାଳେ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର
ମାଷ୍ଟରକ୍ୟାଣ୍ଟିନ ଠାରୁ ଗାଢକଣ ପର୍ଯ୍ୟନ୍ତ ଯାତ୍ରା କରିବା ସହଯାତ୍ରୀଙ୍କ ସହ ଆଲୋଚନା
କରିଥିବା ଦେଖିବାକୁ ମିଳିଛି ।