Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବ୍ୟବସାୟ

ସଫ୍ଟଓ୍ବେର କମ୍ପାନୀ ଟିସିଏସ ଲିମିଟେଡ଼ରେ ପ୍ରାୟ 80 ହଜାର ପଦବୀ ଖାଲି ପଡ଼ିଛି

param by param
Jun 16, 2024, 07:18 pm GMT+0530
FacebookTwitterWhatsAppTelegram

ଦେଶର ସବୁଠୁ ବଡ଼ ସଫ୍ଟଓ୍ବେର କମ୍ପାନୀ
ଟାଟା କନସଲଟାନ୍ସି ସର୍ଭିସେସ ଲିମିଟେଡ଼ରେ ପ୍ରାୟ 80 ହଜାର ପଦବୀ ଖାଲି ପଡ଼ିଛି  । କମ୍ପାନୀ ଏହି ପଦବୀ ଗୁଡ଼ିକ ପୂରଣ କରିବାକୁ ଯୋଜନା
ରଖିଛି । କମ୍ପାନୀ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ପଦବୀଗୁଡ଼ିକ ପୂରଣ ହୋଇପାରିନି ।
କମ୍ପାନୀ ଆବଶ୍ୟକ କରୁଥିବା ସ୍କିଲ ଅଭାବ ଯୋଗୁ ପଦବୀଗୁଡ଼ିକ ପୂରଣ ହୋଇପାରୁନି ବୋଲି
ରିପୋର୍ଟ ଆସିଛି ।
ଟିସିଏସରେ ରିସୋର୍ସ
ମ୍ୟାନେଜମେଣ୍ଟ ଗ୍ରୁପ ଗ୍ଲୋବାଲ ଅପରେସନ ହେଡ଼ ଅମର ସେଟ୍ଟିଆ କହିଛନ୍ତି  କମ୍ପାନୀକୁ 80 ହଜାର ଦକ୍ଷ ଇଞ୍ଜିନିୟରଙ୍କର ଆବଶ୍ୟକତା
ରହିଛି । ମାତ୍ର ଦକ୍ଷ ପ୍ରତିଭା ନ ମିଳିବା ଯୋଗୁ ଏସବୁ ପଦବୀ ପୂରଣ ହୋଇପାରୁନି ।
କମ୍ପାନୀ ପ୍ରୋଜେକ୍ଟରେ କାମ
କରିବା ଲାଗି ଯେଉଁ ଭଳି ଆବଶ୍ୟକ ତାହା ପ୍ରାର୍ଥୀଙ୍କ ନିକଟରେ ଅଭାବ ରହୁଛି ବୋଲି ଅନ୍ୟ ଜଣେ ଅଧିକାରୀ
କହିଛନ୍ତି । ସେହିଭଳି ଦେଶର ପ୍ରମୁଖ କମ୍ପାନୀ ଗୁଡ଼ିକ ଦେଶର କଲେଜରୁ ବାହାରୁଥିବ ନିଯୁକ୍ତି
ଆଶାୟୀଙ୍କୁ ମଧ୍ୟ ନିଯୁକ୍ତି ଦେବାର ବିଳମ୍ବ କରୁଛନ୍ତି । ଏଥିରେ ଟିସିଏସ ମଧ୍ୟ ସାମିଲ କରିଛି ।
ଫ୍ରେସରଙ୍କର କମ୍ପାନୀରେ ଯୋଗ ଦେବା ତାରିଖ ମଧ୍ୟ ଏଯାଏ ଚୂଡ଼ାନ୍ତ ହୋଇନି । ଟିସିଏସ , ଇନଫୋସିସ
, ଜେନସାର , ଏଲଟିଆଇ ମାଇଣ୍ଡଟ୍ରି ଭଲି କମ୍ପାନୀ ଏହି ସୂଚୀରେ ରହିଛନ୍ତି ।
ଇନଫୋସିସ ଏକ ମେଲ ଯୋଗେ କହିଛି
ଯେ ବିଜନେସ ଆବଶ୍ୟକତା ଅନୁସାରେ ଜଏନିଂ ତାରିଖ  ଘୋଷଣା
 ହେବ । ଯୋଗ ଦେବାର 3 ରୁ 4 ସପ୍ତାହ ପୂର୍ବରୁ ଏ
ନେଇ ସୂଚନା ପ୍ରଦାନ କରାଯିବ । ଗତ ବର୍ଷ ଇନଫୋସିସ ପ୍ରାୟ 50 ହଜାର ନିଯୁକ୍ତି ଦେଇଥିଲା ।
ଚଳିତ ଥର 12, 900 ନିଯୁକ୍ତି ଦେବ କମ୍ପାନୀ ।

Tags: newsodisha
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.