ରାଜ୍ୟରେ ମୁଖ୍ୟମନ୍ତ୍ରୀ
, ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ 16 ଜଣଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ
ମୋହନ ମାଝୀଙ୍କୁ ଗୃହ , ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ , ସୂଚନା ଓ ଲୋକ ସମ୍ପର୍କ ବିଭାଗ
, ଜଳ ସଂପଦ , ଯୋଜନା ଓ ସମନ୍ବୟ ବିଭାଗ ମିଳିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କୁ
କୃଷି ଓ କୃଷକ ଶସକ୍ତିକରଣ ଏବଂ ଶକ୍ତି ବିଭାଗ ଓ ପ୍ରଭାତି ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ
,ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମିଳିଛି ।
ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ –
ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ , ସୂଚନା
ଓ ଲୋକ ସମ୍ପର୍କ ବିଭାଗ , ଜଳ ସଂପଦ , ଯୋଜନା ଓ ସମନ୍ବୟ ( ଆବଣ୍ଟିତ ନ ହୋଇ ଥିବା ଅନ୍ୟ
ବିଭଗ) ।
ଉପମୁଖ୍ୟମନ୍ତ୍ରୀ….
କନକ ବର୍ଦ୍ଧନ ସିଂହ ଦେଓ – କୃଷି ଓ କୃଷକ ଶସକ୍ତକରଣ ଏବଂ ଶକ୍ତି
ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ଓ ପର୍ଯ୍ୟଟନ
କ୍ୟାବିନେଟ
ମନ୍ତ୍ରୀ…
ସୁରେଶ ପୂଜାରୀ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା
ରବି ନାରାୟଣ ନାୟକ – ଗ୍ରାମ ଉନ୍ନୟନ ,
ପଞ୍ଚାୟତରାଜ ଓ ପାନୀୟଜଳ
ନି୍ତ୍ୟାନନ୍ଦ ଗଣ୍ଡ – ସ୍କୁଲ ଗଣଶିକ୍ଷା , ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ
ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣ
କୃଷ୍ଣଚନ୍ଦ୍ର
ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ,ବିଜ୍ଞାନ ଓ ବୈଷୟିକ
ପୃଥ୍ବୀରାଜ
ହରିଚନ୍ଦନ – ଆଇନ , ପୂର୍ତ ଓ ଅବକାରୀ
ମୁକେଶ
ମହାଲିଙ୍ଗ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର , ବୈଦ୍ୟୁତିକ ଓ ସୂଚନା
ବୈଷୟିକ
ବିଭୁତି
ଭୁଷଣ ଜେନା – ବାଣିଜ୍ୟ ଓ ପରିବହନ , ଇସ୍ପାାତ ଓ
ଖଣି
ଡ଼.କୃଷ୍ଣ
ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ , ସାଧାରଣ ଅଭିଯୋଗ
ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ
ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ ,
ପରିବେଶ ଓ ଜଳବାୟୁ ପରିବର୍ତନ , ଶ୍ରମ ଓ ନିଯୁକ୍ତି ରାଜ୍ୟ ବିମା
ସୂର୍ଯ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା , କ୍ରୀଡ଼ା ଓ ଯୁବ
ବ୍ୟାପାର , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
ପ୍ରଦୀପ ବଳସାମନ୍ତ – ସମବାୟ ,
ହସ୍ତତନ୍ତ୍ର , ବୟନଶିଳ୍ପ ଓ ହସ୍ତଶିଳ୍ପ
ଗୋକୁଳନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ,ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ
ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା