ଅପରାଧୀମାନେ ଦେଶରେ ପ୍ରଥମ ଆଇପିଏସ କିରଣ ଦେବୀଙ୍କୁ
ଭୟ କରୁଥିଲେ । କୁହାଯାଏ ଯେ ତାଙ୍କ ବ୍ୟାଚରେ 80 ପୁରୁଷ ପୋଲିସ ଅଧିକାରୀଙ୍କ ମଧ୍ୟରେ ସେ
ଏକମାତ୍ର ମହିଳା ଆଇପିଏସ ଅଧିକାରୀ ଥିଲେ । ଯେତେବେଳେ
କେହି ଜଣେ ତାଙ୍କ ଭଉଣୀଙ୍କୁ ଥଟ୍ଟା କରିଥିଲେ ସେ ବଜାରରେ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ । ଆପଣ
ନିଶ୍ଚୟ ବେଦୀଙ୍କ ନାମ ଶୁଣିଥିବେ । ହେଲେ
ବହୂତ କମ ଲୋକ ତାଙ୍କ କାହାଣୀ ଜାଣିଥିବେ । ବର୍ତମାନ ଏହି କାହାଣୀ ଏକ ଚଳଚ୍ଚିତ୍ର ଆକାରରେ
ପରଦାରେ ଆସୁଛି । ନାମ ହେଉଛି ବେଦୀ । ଜୁନ 11 ରେ ନିର୍ମାତାମାନେ ବାୟୋପିକ ର ଘୋଷଣା
ଭିଡ଼ଓ ସେୟାର କରିଥିଲେ । ଯାହାକି ଖୁବ ଭାଇରାଲ ହେଉଛି
। କୁଶଲ ଚାଓ୍ବାଲା ଫିଲ୍ମ ବେଦୀ ର ନିର୍ଦେଶନା ଦେଇଛନ୍ତି । କାଷ୍ଟବିଷୟରେ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । କିନ୍ତୁ କୁହାଯାଉଛି ଯେ ଏହି
ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ 2025ରେ ମୁକ୍ତିଲାଭ କରିବ ।