Saturday, June 28, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ବେଲୁନରେ ଲିଫଲେଟ ଭର୍ତ୍ତି କରି ପଠାଉଛି ଉତ୍ତର କୋରିଆ

param by param
Jun 10, 2024, 11:17 pm GMT+0530
FacebookTwitterWhatsAppTelegram

ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ
ବିବାଦ ବହୁତ ପୁରୁଣା । ପୂର୍ବରୁ ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରୁଥିଲେ
। କିନ୍ତୁ ବର୍ତମାନ ଉଭୟ ଦେଶ ଅଳିଆ ବା ଲିଫଲେଟ
ଭର୍ତ୍ତି ବେଲୁନ ଦେଇ ପରସ୍ପରକୁ
ପ୍ରତିକ୍ରିୟା କରୁଛନ୍ତି । ଶନିବାର ଉତ୍ତର କୋରିଆ ପୁନର୍ବାର ଅଳିଆ ଭର୍ତ୍ତି ବେଲୁନ ପଠାଇ
ଦକ୍ଷିଣ କୋରିଆ ଆଡ଼କୁ ପଠାଇଛି । ସୂଚନାଯୋଗ୍ୟ ଚଳିତ ମାସ ଆରମ୍ଭରେ ଉତ୍ତର କୋରିଆ କ୍ରମାଗତ
ଭାବରେ ଅଳିଆ ଭର୍ତ୍ତି ଶହ ଶହ ବେଲୁନ ଦକ୍ଷିଣ କୋରିଆକୁ ପଠାଇଛି । ଦକ୍ଷିଣ କୋରିଆ ପ୍ୟୋଙ୍ଗୟାଙ୍ଗ
ବିରୋଧୀ କାର୍ଯ୍ୟକର୍ତା କହିଛନ୍ତି ଯେ ସୀମା ପାର୍ଶ୍ବରେ ନେତା କିମ ଜୋଙ୍ଗ ଉନଙ୍କ ବିରୋଧରେ
ଲିଫଲେଟ ଥିବା ବେଲୁନ ଛାଡ଼ିଛନ୍ତି । ସିଓଲର ସୈନ୍ୟବାହିନୀ 
ଉତ୍ତର କୋରିଆରୁ ଆସୁଥିବା ଏକ ନୂଆ ଆକ୍ରମଣ ପାଇଁ ସତର୍କ ରହିବାକୁ କହିବାର କିଛି
ଘଣ୍ଟା ପରେ ଏହି ଘୋଷଣା କରାଯାଇଛି ।
ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବହୁତ ପୁରୁଣା ।
ପୂର୍ବରୁ ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରୁଥିଲେ କିନ୍ତୁ ବର୍ତ୍ତମାନ
ଉଭୟ ଦେଶ ଅଳିଆ ବା ଲିଫଲେଟ ଭର୍ତ୍ତି ବେଲୁନ ଦେଇ ପରସ୍ପରକୁ ପ୍ରତିକ୍ରିୟା କରୁଛନ୍ତି। ଶନିବାର
ଉତ୍ତର କୋରିଆ ପୁନର୍ବାର ଅଳିଆ ଭର୍ତ୍ତି ବେଲୁନ ପଠାଇ ଦକ୍ଷିଣ କୋରିଆ ଆଡକୁ ପଠାଇଛି।
ସୂଚନାଯୋଗ୍ୟ
, ଚଳିତ ମାସ ଆରମ୍ଭରେ ଉତ୍ତର କୋରିଆ କ୍ରମାଗତ
ଭାବରେ ଅଳିଆ ଭର୍ତ୍ତି ଶହ ଶହ ବେଲୁନ ଦକ୍ଷିଣ କୋରିଆକୁ ପଠାଇଛି।

ଦକ୍ଷିଣ କୋରିଆର ପ୍ୟୋଙ୍ଗୟାଙ୍ଗ ବିରୋଧୀ
କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ସୀମା ପାର୍ଶ୍ୱରେ ନେତା କିମ ଜୋଙ୍ଗ ଉନଙ୍କ ବିରୋଧରେ ଲିଫଲେଟ
ଥିବା ବେଲୁନ ଛାଡିଛନ୍ତି। ସିଓଲର ସୈନ୍ୟବାହିନୀ ଉତ୍ତର କୋରିଆରୁ ଆସୁଥିବା ଏକ ନୂଆ ଆକ୍ରମଣ
ପାଇଁ ସତର୍କ ରହିବାକୁ କହିବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି। ଦକ୍ଷିଣ କୋରିଆ କହିଛି
ଯେ ଆମେ ସତର୍କ ଅଟୁ କାରଣ ପ୍ରତିଶୋଧ ନେବାପାଇଁ ବେଲୁନ ଉପରେ ଆକ୍ରମଣ ତୀବ୍ର ହୋଇଛି
।
ସଂଯୁକ୍ତ ଚିଫ ଅଫ ଷ୍ଟାଫ ଏକ ବିବୃତ୍ତିରେ କହିଛନ୍ତି ଯେ ଉତ୍ତର କୋରିଆ ପୁଣି ଦକ୍ଷିଣ
ଦିଗକୁ ଅଳିଆ ବୋଝେଇ ବେଲୁନ ଲଞ୍ଚ କରୁଛି। କର୍ତ୍ତୃପକ୍ଷଙ୍କୁ ମିଳିଥିବା ଯେକୌଣସି ବେଲୁନ
ରିପୋର୍ଟ କରିବାକୁ ଏବଂ ସେମାନଙ୍କୁ ସ୍ପର୍ଶ ନକରିବାକୁ ସେ ଲୋକଙ୍କୁପରାମର୍ଶଦେଇଛନ୍ତି
।
ଏଥି ସହିତ ଦକ୍ଷିଣ କୋରିଆ ମଧ୍ୟ ନିଷ୍ପତ୍ତି ନେଇଛି ଯେ ଏହା ବର୍ତ୍ତମାନ ଏକ ନୂତନ ଢଙ୍ଗରେ
ପ୍ରତିଶୋଧ ନେବ। ଦକ୍ଷିଣ କୋରିଆ ବର୍ତ୍ତମାନ ଉତ୍ତର କୋରିଆ ସୀମାରେ ଲାଉଡ ସ୍ପିକର ଲଗାଇ ପଡୋଶୀ
ଦେଶ ବିରୁଦ୍ଧରେ ପ୍ରଚାର ପ୍ରସାର କରିବ। ଦକ୍ଷିଣ କୋରିଆର ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ
ପରିସ୍ଥିତିକୁ ଆହୁରି ଖରାପ କରିପାରେ । ଏହାପୂର୍ବରୁ ୨୦୧୫ ରେ ଦକ୍ଷିଣ କୋରିଆ ଏବଂ ଉତ୍ତର
କୋରିଆ ଏହା କରି କ୍ରୋଧିତ ହୋଇ ଗୁଳି ଚଳାଇଥିଲା। ଦକ୍ଷିଣ କୋରିଆ ମଧ୍ୟ ଏହାର ପ୍ରତିଶୋଧ ନେଇଛି।
ତେବେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି
ବିଗିଡିବାରେ ଲାଗିଛି
।

Tags: newsodisha
ShareTweetSendShare

RelatedNews

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?
Latest News

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.