ଅସ୍ବାଭାବିକ ମୃତ୍ୟୁର ହେବ
ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛି
ଜନସ୍ବାସ୍ଥ୍ୟ ବିଭାଗ । ମ୍ୟତଦେହକୁ ବ୍ୟବଚ୍ଛେଦ
କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି
ଜନସ୍ବାର୍ଥ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଲୋକଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି । ସେପଟେ
ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଅଶଂଘାତ ଜନିତ
ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସତ୍ୟସତ ଅନୁଧ୍ୟାନ ପାଇଁ ପାଇଁ ରାଉରକେଲାକୁ
ଯାଇଛନ୍ତି ସ୍ବତନ୍ତ୍ର ଡ଼କ୍ତରୀ ଟିମ । ଏସଆରସିଙ୍କ ନିର୍ଦ୍ଦେଶ ପରେ ଡ଼ାକ୍ତରୀ ଦଳ ରାଉରକେଲାରେ
ଯାଇଛନ୍ତି । ଏହି ଟିମ ରାଉରକେଲା ଯାଇ ସଂପୂଣ୍ଣ ଘଟଣାର ପୁଖାନୁପୁଙ୍ଖ ତଦନ୍ତ କରିବେ ।