ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ
ଦିବସ । ତମାଖୁ ସେବନ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ
ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ତମାଖୁ ସେବନ ଦ୍ବାରା ଯେ ବେକଳ ହୃଦରୋଗ
ହୋଇଥାଏ । ତାହା ନୁହେଁ ଏହା ଦ୍ବାରା ମଧୁମେୟ , ମସ୍ତିଷ୍କଘାତ , ଶ୍ବାସଜନିତ ରୋଗ ଭଳି ଅନେକ ରୋଗ
ହୋଇଥାଏ । ତେବେ ଚଳିତ ବର୍ଷର ବିଷୟ ବସ୍ତୁ ହେଉଛି ତମାକୁ ମୁକ୍ତ ଶୈଶବ । ଏହାର ଅର୍ଥ ଶିଶୁଙ୍କୁ ତମାକୁଠୁ ଦୂରେଇ ରଖିବ । ଦିନକୁ ଦିନ ତମାଖୁ ସେବନକାରୀଙ୍କ ସଂଖ୍ୟା
ବଢୁଥିବାରୁ ଏହା ବିରୋଧରେ ରାଜ୍ୟବ୍ୟାପି ସେଚତନତା ଅଭିଯାନ ଚଳାଇଛନ୍ତି ମହମଦ ଇମ୍ରାନ ଅଲ୍ଲୀ ।