ଜାମିନ ଅବଧି ବଢାଇବା ପାଇଁ ଆବେଦନ କଲେ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏେନଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ଅନ୍ତରୀଣ ଜାମିନ ଅବଧିକୁ ଆହୁରି 7 ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ
। ଅବକାରୀ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ
ତିହାର ଜେଲ ଯାଇଥଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ନିଜ ଗିରଫଦାରୀ ସର୍ବୋଚ୍ଚ ନାୟାଳୟରେ କରିଥିଲେ
।
ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ
ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଆସନ୍ତା 1 ତାରିଖରେ କେଜ୍ରିଓ୍ବାଲଙ୍କୁ
ହାଜର ହେବାକୁ କୁହାଯାଇଥିଲା । ଏହା ପୂର୍ବରୁ
ଜିମନ ଅବଧି 7 ଦିନ ବଢାବା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।