ରାଜ୍ୟରେ ପଡ଼ୁଛି ତୃତୀୟ ପର୍ଯ୍ୟାୟ ଭୋଟ । ଦିନ 1 ଟା ସୁଦ୍ଧା
ରାଜ୍ୟରେ 35.69 ପ୍ରତିଶତ ମତଦାନ ହୋଇଛି । ଅନୁଗୁଳରେ 36.36 ପ୍ରତିଶତ ଭୋଟିଂ ହୋଇଥି ବେଳେ କଟକରେ 33.33 ପ୍ରତିଶତ ମତଦାନ ହୋଇଛି
। ସେହିଭଳି ଦେବଗଡ଼ରେ 41 ପ୍ରତିଶତ ଓ ଢେଙ୍କାନାଳରେ 35.69 ପ୍ରତିଶତ ଭୋଟିଂ ହୋଇଛି । କେନ୍ଦୁଝରରେ
35.59 ପ୍ରତିଶତ , ଖୋର୍ଦ୍ଧାରେ
33.55 ପ୍ରତିଶତ ,
ମୟୁରଭଞ୍ଜରେ 35.91 ପ୍ରତିଶତ , ନୟାଗଡ଼ରେ 37.69 ପ୍ରତିଶତ , ପୁରୀରେ 37.96 ପ୍ରତିଶତ
ସମ୍ବଲପୁରରେ 38.28 ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।