ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଘଣ୍ଟା ଘଣ୍ଟା
ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ମତଦାନ କରୁଛନ୍ତି ଭୋଟର । ପ୍ରବଳ ଖରା , ଗୁଳିଗୁଳି ସ୍ବତ୍ତେ
ମଧ୍ୟ ଖୁସିର ସହ ଭୋଟ ଦେଉଛନ୍ତି ଭୋଟର ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସକାଳ 11 ଟା ସୁଦ୍ଧା 21.32 ପ୍ରତିଶତ ହୋଇଛି ।ଜିଲ୍ଲାଓ୍ବାରୀ
ଭୋଟ ପ୍ରତିଶତକୁ ଦେଖିଲେ ଦେବଗଡ଼ରେ ଏବେ ସୁଦ୍ଧା ସର୍ବାଧିକ ହୋଇଛି । ଦେବଗଡ଼ରେ ସର୍ବାଧିକ 24
ପ୍ରତିଶତ,ମତଦାନ ହୋଇଛି ।ସେହିଭଳି ଢେଙ୍କାନାଳରେ 20.92ପ୍ରତିଶତ, କେଉଁଝରରେ 20.84 ,
ଖୋଦ୍ଧରେ 21,61 ପ୍ରତିଶତ , ମୟୁରଭଞ୍ଜରେ 21.24 ପ୍ରତିଶତ , ନୟାଗଡ଼ରେ 19.30 ପ୍ରତିଶତ ,
ପୁରୀରେ 21.64 ପ୍ରତିଶତ , ସମ୍ବଲପୁରରେ 22 .94 ପ୍ରତିଶତ ମତଦାନ ହୋଇଛି । ସେହିଭଳି ବିଧାନସଭା
ସ୍ତରରେ ସର୍ବାଧିକ 36.34 ପ୍ରତିଶତ ମତଦାନ ହୋଇଛି ।