ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ 9 ଟା ପର୍ଯ୍ୟନ୍ତ ଦେଶରେ ମୋଟ
10.92 ପ୍ରତିଶତ ମତଦାନ ହୋଇଛି । ସେଥିମଧ୍ୟରୁ ପଶ୍ଚିମବଙ୍ଗ ସର୍ବାଧିକ ମତଦାନ ହୋଇଛି । ସେଥିମଧ୍ୟରୁ
ପଶ୍ଚିମବଙ୍ଗ ସର୍ବାଧିକ ମତଦାନ ହୋଇଛି ।
ପଶ୍ଚିମବଙ୍ଗ 16.54 ପ୍ରତିଶତ ମତଦାନ ହୋଇଥିବା ବେଳେ
ହରିୟାଣାରେ 8.31 ପ୍ରତିଶତ, ଦିଲ୍ଲୀରେ 8.94 ପ୍ରତିଶତ,ଝାଡ଼ଖଣ୍ଡରେ 11.74 ପ୍ରତିଶତ,
ଜମ୍ମୁ କାଶ୍ମୀରରେ 8.99 ପ୍ରତିଶତ , ଓଡ଼ିଶାରେ 7.45 ପ୍ରତିଶତ ମତଦାନ ହୋଇଛି । ସେହିପରି
ଉତ୍ତରପ୍ରଦେଶରେ 12.33 ବିହାରରେ 9.66 ପ୍ରତିଶତ ମତଦାନ ହୋଇଛି ।