ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ
ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ
ହୋଇ ଅବପାତ ପରିଣତ ହୋଇପାରେ । ପରେ 25 ସକାଳ ସୁଦ୍ଧା ଏହା ବାତ୍ୟା ରୂପ ନେବା ପରେ 26
ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବଂଲାଦେଶ
ନିକଟତର ପଶ୍ଚିମ ବଙ୍ଗ ଉ ଉପକୂଳ ପାଖାପାଖି ସମୁନ୍ଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି ।
ଏହି ସଦୃଶ ଲଘୁଚାପ ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ପରବର୍ତୀ ସମୟରେ ଏହା ଅବପାତରେ
ପରିଣତ ହୋଇ ସମାନ ଦିଗରେ ଗତି କାରବାର ସମ୍ଭାବନା ରହିଛି । 24 ମେ 2024 ପୂର୍ବାହ୍ନ ସୁଦ୍ଧା
ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଉପରେ ଏହା ଏକ ବେତ୍ୟାର ପରିବର୍ତନ ହୋଇ ଉତ୍ତର ପୂର୍ବ ଦିଗକୁ
ଗତି କରିବାର ସମ୍ଭାବନା ଅଧିକ ରହିଛି । । ଏହାପରେ 25 ସକାଳ ସୁଦ୍ଧା ବଙ୍ଗୋପସାଗରରେ ପୂର୍ବ
କେନ୍ଦ୍ରୀୟ ଉପକୂଳରେ ଏହି ବାତ୍ୟା ଆହୁରୀ ତୀବ୍ର ହେବ । ପରବର୍ତୀ ସମୟରେ ଏହା ପ୍ରାୟ ଉତ୍ତର ଦିଗକୁ
ଗତି କରିବ ଏବଂ ବଂଲାଦେଶ ନିକଟରେ ଏବଂ ପଶ୍ଚିମବଙ୍ଗ ଉପକୂଳରେ 26 ମଇ ସନ୍ଧ୍ୟା ସୁଦ୍ଧା ଏକ ଘୂଣ୍ଣିବଳୟ
ଭାବରେ ପହଞ୍ଚିବ । ଏହି ସମୟରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।