ବାଣପୁରରୁ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଯୋୀ ଆଦିତ୍ୟନାଥ ।
ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ବିଜେଡ଼ିକୁ ଘେରିଛନ୍ତି ଯୋଗୀ । ଏହାସହ କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ
ନୁହେଁ ପ୍ରଭୁଙ୍କ ଉପରେ ବି ନାଲି ଆଖି ପକାଇଛନ୍ତି । ଏବଂ ଠାକୁରଙ୍କ ରତ୍ନଭଣ୍ଡାର ଡ଼କାୟତି
କରୁଥିବା ଅଭିଯୋଗ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଉତ୍ତରପ୍ରଦେଶ ପରି ଏଠାରେ
ବୁଲଡ଼ୋଜର ଚାଲିବ ବୋଲି କହିଛନ୍ତି ଯୋଗୀ ।
ସେହିପରି ଲ୍ୟାଣ୍ଡ ଓ ସ୍ୟାଣ୍ଡ ମାଫିଆ ସବୁ
ସଫା ହେବେ ବୋଲି କହିଛନ୍ତ । ସେହିପରି ଲ୍ୟାଣ୍ଡ ଓ ସ୍ୟାଣ୍ଡ ମାଫିଆ ସବୁ ସଫା ହେବେ ବୋଲି କହିଛନ୍ତି । ସେହିପରି ଏହା ମୋଦୀଙ୍କ ଭାରତ ଯିଏ
ବଦମାସୀ କରିବ ସାବାଡ଼ କରାଯିବ ବୋଲି କହିବା ସହ
ଡ଼ବଲ ଇଂଜିନ ସରକାରକୁ କିଭଳି ଲାଭ ମିଳିଛି ତାହା ୟୁପି ଦେଖୀଥିବା କହିଛନ୍ତି ଯୋଗୀ ।