26 ତାରିଖରେ ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ । ଆସିବ କଳା, ବିଜ୍ଞାନ,
ବାଣିଜ୍ୟ ଓ ଧନ୍ଦାମୂଳକ ରାଜଲ୍ଟ । www.orissaresults.nic.in ରେ ପ୍ରକାଶ ପାଇବ
ରେଜଲ୍ଟ । 26 ତାରିଖ ଅପରାହ୍ନରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସିଏଚଏସଇ ପକ୍ଷରୁ ପରୀକ୍ଷା ଫଳ
ବାହରିବା ନେଇ ସୂଚନା ମିଳିଛି । ଚଳିତ ବର୍ଷ , କଳା , ବଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ
ରାଜ୍ୟରେ ମୋଟ 3 ଲକ୍ଷ 84 ହଜାର 597 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ।ଗତବର୍ଷ
ତୁଳନାରେ 26 ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।