ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା । ଏଥିପାଇଁ ଭୋଟରଙ୍କ ମଧ୍ୟରେ ଉସାହ ଦେଖିବାକୁ ମିଳିଛି । ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ ହୋଇଛି ।ରାଜ୍ୟ
ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ଝାରସୁଗୁଡ଼ାରେ ସର୍ବାଧିକ 25.32 ପ୍ରତିଶତ, ମତଦାନ
ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ ହୋଇଛି । ସେହିପରି ବରଗଡ଼ରେ 22.06 ପ୍ରତିଶତ,
ବୌଦ୍ଧରେ 21.75 ପ୍ରତିଶତ , 21.75 ପ୍ରତିଶତ , ଗଞ୍ଜାମରେ 21.98 ପଅତିଶତ , କନ୍ଧମାଳରେ 19,35
ପ୍ରତିଶତ , ନୟାଗଡ଼ରେ 20. 97 ପ୍ରତିଶତ , ସୁବଣ୍ଣପୁରରେ 20ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି ।