ସାଧାରଣ ନିର୍ବାଚନର
ପଞ୍ଚମ ପର୍ଯ୍ୟୋୟରେ ଉତ୍ତରପ୍ରଦେଶର 14 ଟି , ମହାରାଷ୍ଟ୍ରର ।3 ଟି, ପଶ୍ଚିମବଙ୍ଗର 7 ଟି, ବିହାରର 5 ଟି , ଓଡ଼ିଶାର
5 ଟି ଲୋକସଭା ଆସନ ଏବଂ 35 ଟି ବିଧାନସଭା ଆସନ, ଝାଡ଼ଖଣ୍ଡର 3, ଜାମ୍ମୁ କାଶ୍ମୀର ଏବଂ ଲଦାଖର
ଗୋଟିଏ ଗୋଟିଏ ଲୋକସଭା ଆସନରେ ମତଦାନ କରାଯାଉଛି । ମହାରାଷ୍ଟ୍ରର ମୁମ୍ବାଇ , ମୁମ୍ବାଇ ଉତ୍ତର
ପଶ୍ଜିମ, ମୁମ୍ବାଇ ଉତ୍ତର ସେଣ୍ଟ୍ରାଲ ମୁମ୍ବାଇ ସାଉଥ , ଥାନେ, କଲ୍ୟାଣ ପାଲଘର, ଧୁଲେ,
ଡ଼ିଣ୍ଡୋର, ନାଶିକ, ଭିବାଣ୍ଡି ଲୋକସଭା ଆସନରେ ମତଦାନ କରାଯାଉଛି । ଉତ୍ତରପ୍ରଦେଶ ଲକ୍ଷ୍ମୈ, ଆମେଠି,ରାୟବରେଲି, ମେହନାଲାଲଗଞ୍ଚ , ଜାଲାଉନ ,
ଝାନସୀ, ହମିରପୁର,, ବୃନ୍ଦା, କୌଶମ୍ବୀ, ଫତେହପୁର, ଗୋଣ୍ଡା,
ବାରବାଙ୍କି, ଫୈଜାବାଦ, କେସିଆରଗଞ୍ଜରେ ମତଦାନ ହେଉଛି।ପଶ୍ଚିମବଙ୍ଗର ହାୱଡ଼ା, ହୁଗଳି, ଆରାମବାଗ, ବଙ୍ଗଳା, ବାରାକପୁର, ଶ୍ରୀରାମପୁର, ଉଲୁବେରିଆ ଲୋକସଭା ଆସନରେ ମତଦାନ
କରାଯାଉଛି।ବିହାରର ମୁଜାଫରପୁର, ମଧୁବାଣୀ, ହାଜିପୁର, ସୀତାମାରହି, ସରଣ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଝାଡଖଣ୍ଡର ଚାଟ୍ରା, କୋଡାରମା, ହଜାରିବାଗ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାର
ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନରେ ମତଦାନ ଜାରି ରହିଛି। ଜମ୍ମୁ-କଶ୍ମୀରାର ବାରମୁଳା
ଲୋକସଭା ଆସନ ଏବଂ ଲଦାଖର ଲଦାଖ ଲୋକସଭା ଆସନରେ ମତଦାନ କରାଯାଉଛି।