ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ
ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି
ପର୍ଯ୍ୟାୟରେ ଓଡ଼ିଶାର 5 ଲୋକସଭା ଆସନ ଏବଂ 35 ବିଧାନସଭା ଆସନରେ ମତଦାନ ଶୃଙ୍ଖଳାରେ ଆାରମ୍ଭ ହୋଇଛି ।ଓଡ଼ିଶାର
ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର , କନ୍ଧମାଳ, ଆସ୍କା, ଲୋକସଭା, ଆସନରେ ମତାଦ କରାଯାଉଛି । ଏହି
ପର୍ଯ୍ୟାୟରେ ରାଜ୍ୟର 305 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି । ସେଥିମଧ୍ୟରୁ 265 ଜଣ
ବିଧାୟକ ପ୍ରାର୍ଥୀ ଏବଂ 40 ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି ।
ରାଜ୍ୟରେ 76 ଲକ୍ଷ
69 889 ଭୋଟର ଦ୍ବିତୀୟ ପର୍ଯ୍ୟାୟରେ ମତଦାନ କରୁଛନ୍ତି । ରାଜ୍ୟରେ 11 9 ଜିଲ୍ଲରେ 9 ହଜାର 162 ବୁଥରେ ମତଦାନ ଜାରି ରହିଛି । ସେଥି
ମଧ୍ୟରୁ 556ଟି ସମ୍ବେଦନଶୀଳ ବୁଥରେ ଅଦ୍ଦସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ 33 ହଜାର
ପୁଲିସ ଫେର୍ସ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହୋଇଛନ୍ତି ।