କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଣି ଥରେଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ
କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାକ୍ଷାତକାରେ ଅମିତ ଶାହାଙ୍କୁ ପଚରାଯାଇଥିଲା ଯେ
କେଜରିଓ୍ବାଲଙ୍କୁ ମଧ୍ୟବ୍ୟର୍ତୀକାଳୀନ ଜାମିନ ମିଳିବା ଦ୍ବାରା ଇଣ୍ଡିଆ ମିଳିତ ମେଣ୍ଟ ଉପକୃତ
ହୋଇଛି କି । ଏହାର ଉତ୍ତରରେ ଶାହା କହିଛନ୍ତି ଜଣେ ଭୋଟର ଭବରେ ମୁଁ ବିଶ୍ବାସ କରେ ଯେ
କେଜରିଓ୍ବାଲ ଯେଉଁଆଡ଼େ ଯାଆନ୍ତି ଲୋକମମନେ ମଦ ଦୁର୍ନୀତିକୁ ମନେ ପକାଇବେ । କିଏ ଏଥିରୁ ଉପକୃତ ହେବ ଏବଂ କିଏ କ୍ଷତି ସହିବ ମୁଁ
ବୁଝିପାରୁ ନାହିଁ । ଶାହା କହିଛନ୍ତି ମୁଁ ସୁପ୍ରିମକୋର୍ଟ ଯାଇଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ
କରି ନଥିଲେ । ଏପରିକି ନିୟମିତ ଜାମିନ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହା ପରେ
ସେ ମଧ୍ୟବତ୍ତିୀକାଳୀନ ଜାମିନ ମାଗିଥିଲେ । ଯାହା ସର୍ତ ଅନୁଯାୟୀ ପ୍ରଦାନ କରାଯାଇଥିଲା । ଯଦି
ତାଙ୍କର ପ୍ରକୃତରେ ଏତେ ସତସାହାସ ଅଛି ତେବେ ସେ ମଧ୍ୟବତ୍ତିକାଳୀନ ଜାମିନ ମାଗିଥିଲେ । ଯାହା
ସତ୍ତ ଅନୁଯାୟୀ ପ୍ରଦାନ କରାଯାଇଥିଲା । ଯଦି ତାଙ୍କର ପ୍ରକୃତରେ ଏତେ ସତସାହାସ ଅଛି ତେବେ ସେ
ସେଶନ କୋର୍ଟକୁ ଯାଇ ଏକ ପିଟିସନ ଦାଖଲ କରିବା ଉଚିତ ଯେ ତାଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ଅଟେ ।