କେନ୍ଦ୍ରପଡ଼ା ସାଂସଦ ତଥା ବିଜେପି ନେତା
ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ଅନୁଭବଙ୍କ ନାରେ ଜାରି ହୋଇଥିବା ଜାମିନ ବୀହିନ
ଗିରଫ ପରଓ୍ବାନା ଉପରେ ରହିତାଦେଶ ଲାଗାଇଛନ୍ତି ହାଇକୋର୍ଟ । ଏେନଇ ହାଇକୋର୍ଟରେ ଆବେଦନ
କରିଥିଲେ ଅନୁଭବ ମହାନ୍ତି ।ପୁରୀଘାଟ ଥାନାରେ ହୋଇଥିବା ଘରୋଇ ହିଂସା ମାମଲାରେ ଏନବିଡବ୍ଲୁ ଜାରି କରି ଥିଲେ
କଟକ ଜେ.ଏମ.ଏଫ.ସି କୋର୍ଟ । ବର୍ଷା ପ୍ରିୟଦର୍ଶନୀ ଅଭିଯୋଗ ଆଧାରେର ଏନବିଡବ୍ଲୁ ଜାରି କରି ଆସନ୍ତା 23 ତାରିଖ ସୁଦ୍ଧା ଏନବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ
। ଘରୋଇ ହିଂସା ସଂପର୍କୀତ ମାମଲାରେ ଚାର୍ଜଫ୍ରେମ ପାଇଁ କୋର୍ଟରେ ହଜାର ହେବାକୁ ଅନୁଭବଙ୍କୁ
ନୋଟିସ କରିଥିଲେ କୋର୍ଟ ।କିନ୍ତୁ ଏହି ଏନବିଡବ୍ଲୁ ଉପରେ ରହିତା ଦେଶ ଜାରି କରିଛନ୍ତି ହାଇକୋର୍ଟ ।